Wednesday, 20 May 2026
ଆଜିର ଦୁନିଆ -ଏହା ପରିବର୍ତ୍ତିତ ସମୟର ବିକାଶ ର ବାହକ ଓ ସମାଜର ସ୍ୱର l ଏକ ଭିନ୍ନ ପ୍ରୟାସ ଯେଉଁଠି ସମସ୍ତେ ଆମ ପାଇଁ ମୂଲ୍ୟବାନ, ସବୁ ସ୍ୱର ଆମ ପାଇଁ ଗୁରୁତ୍ୱ ବହନ କରେ l ଲୋକଙ୍କୁ ସଠିକ ସୂଚନା ଦେବା ଆମର ଅଭିପ୍ରାୟ l ଖବର ମାଧ୍ୟମରେ ସମାଜରେ ଶାନ୍ତି, ସଦଭାବ ଓ ଭାତୃଭାବ ବଜାୟ ରଖିବା ସହ, ଜନଗଣଙ୍କ ଜୀବନ ଓ ଜୀବିକା ର ସୁରକ୍ଷା ପାଇଁ ସରକାରଙ୍କୁ ଓ ସମାଜକୁ ସଚେତନତା କରାଇବା – ଗଣମାଧ୍ୟମ ଭାବେ ଆମର ଦାୟିତ୍ୱ ମନେ କରୁ l ସେହିଭଳି ଭାବେ ନାଗରିକ ମାନଙ୍କୁ କର୍ତ୍ତ୍ୟବପରାୟଣ ହେବl ପାଇଁ ପ୍ରବତାଇବା ଆମର ଅନ୍ୟତମ ଦାୟିତ୍ୱ l
ତେବେ ଆସନ୍ତୁ ଆମେ ସମସ୍ତେ ସାମୁହିକ ଭାବେ ସମାଜ ଓ ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆଉ ପାଦେ ଅଗ୍ରସର ହେବା, ସରକାର ଓ ବିକାଶ କର୍ମୀଙ୍କ ପାଦ ସହ ପାଦ ମିଶାଇ ଚାଲିବା l
ajiradunia.in is an Independent, non-partisan and professional digital News platform. We believe in objective reporting and analysis of stories for larger public consumption and dissemination. As Information, Communication and Education are the three important basics to create awareness, sensitization and build an informed opinion, we have decided to tell stories through these angels..
It will be our endeavor to bring authenticity, accuracy, clarity, and flexibility in our reporting and dealing with the subject. The thrust shall be on building accountability in journalism and storytelling. Nevertheless, the opinion pieces and articles though will reflect viewpoints of the author concerned, we will try to bring in expert knowledge and infuse new waves of thoughts relevant to changing society and changing times.
As a responsible media outlet we have to see all concerns of all stakeholders are addressed, responded and incorporated..
Regards, ସୁଦର୍ଶନ ଛୋଟରାୟ ମୁଖ୍ୟ ସମ୍ପାଦକ

Editorial Board

Sj. Gopal Misra, Senior Journalist, New Delhi, Editorial Advisor
 
Sj. Ch. Narendra, Senior Journalist, Hyderabad, Consulting Editor
 
Sj.Sudarshan Chhotoray,Senior Journalist, Bhubaneswar, Editor-in-Chief 
 

Sj. Gopal Misra, Senior Journalist, New Delhi, Editorial Advisor

Sj. Ch. Narendra, Senior Journalist, Hyderabad, Consulting Editor

FB_IMG_1564029159105

Sj.Sudarshan Chhotoray,Senior Journalist, Bhubaneswar, Editor-in-Chief 

Suchana Tv @2025. All Rights Reserved || Developed By CBSPL