Thursday, 21 May 2026
କଳା ଓ ସଂସ୍କୃତି ପୁରୀ

କୋଣାର୍କ ଠାରେ ୩୫ ତମ କୋଣାର୍କ ଉତ୍ସଵ ୨୦୨୪ କୁ ଆନୁଷ୍ଠାନିକ ଭାବେ…..

୧ ଡିସେମ୍ବର ୨୦୨୪ : କୋଣାର୍କ ଠାରେ ୩୫ ତମ କୋଣାର୍କ ଉତ୍ସଵ ୨୦୨୪ କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

କଳା ଓ ସଂସ୍କୃତି ପୁରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚନ୍ଦ୍ରଭାଗା ଠାରେ ୧୪ ତମ ଅନ୍ତର୍ଜାତୀୟ ବାଲୁକା…

୧ ଡିସେମ୍ବର ୨୦୨୪ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚନ୍ଦ୍ରଭାଗା ଠାରେ ୧୪ ତମ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ ଉଦ୍ଘାଟନ କରିବା ସହିତ ବୁଲି ଦେଖୁଛନ୍ତି

ଜାତୀୟ

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଆଜି ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି/ଆଇଜି ସମ୍ମିଳନୀ ଉଦଘାଟିତ

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଦେଶର ପୂର୍ବ ସୀମାରେ ପରିବର୍ତ୍ତନଶୀଳ ସୁରକ୍ଷା ଆହ୍ୱାନ, ପ୍ରବାସ ଧାରା ଏବଂ ସହରୀ ପୁଲିସ ବ୍ୟବସ୍ଥା ଭଳି ବିଷୟ ଉପରେ ଧ୍ୟାନ ଦିଆଯିବା ଉଚିତ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବା ପାଇଁ ଶୂନ୍ୟ ସହନଶୀଳତା ରଣନୀତି ଏବଂ ଶୂନ୍ୟ ସହନଶୀଳତା କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଅମିତ ଶାହଙ୍କ ଆହ୍ୱାନ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି/ଆଇଜି ସମ୍ମିଳନୀକୁ […]

ଅନ୍ତର୍ଜାତୀୟ ଜ଼ିଲ୍ଲା

ଆଦାନିର ଖେଳ ଆମେରିକା ବଳ ଭାରତକୁ କାଳ

ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପ୍ରବଳମାତ୍ରାରେ ଖଣିଜ ଇନ୍ଧନ ଦହନ ହେବାଦ୍ଵାରା ବାୟୁମଣ୍ଡଳ ବିଶୃଙ୍ଖଳ ହୋଇ ଅସ୍ୱାଭାବିକ ଆଚରଣ କରୁଛି। ସେଥିପାଇଁ ଓଡିଶା, ଭାରତ ତଥା ପୃଥିବୀର ତାପମାତ୍ରା କ୍ଷୀପ୍ରଗତିରେ ବୃଦ୍ଧିହେବା ଘଟଣା ଓ ଦୁର୍ଘଟଣା ଗତ ପାଞ୍ଚବର୍ଷ ଅବଧିରେ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଅନୁଭବ କରୁଛୁ। ତେଣୁ ଖଣିଜ ଇନ୍ଧନ ଦହନକୁ ବିରାମ ଦେଇ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ବିଶ୍ଵ ସମୁଦାୟ ପ୍ରାଥମିକତା ଦେଇ ଆସୁଛନ୍ତି। ଅକ୍ଷୟଶକ୍ତି ଉତ୍ପାଦନକୁ ବୃଦ୍ଧି କରିବାପାଇଁ […]

ଜାତୀୟ

ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

ପ୍ରଧାନମନ୍ତ୍ରୀ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ର ଦେବା ସହିତ ପୁଲିସକୁ ରଣନୀତିକ, ସତର୍କ, ଅନୁକୂଳ, ବିଶ୍ୱସନୀୟ ଏବଂ ସ୍ୱଚ୍ଛହେବାକୁ କଲେ ଆହ୍ୱାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ଆକାଂକ୍ଷୀ ଭାରତ’ର ଦ୍ୱିଗୁଣିତ ଏଆଇ ଶକ୍ତି ଉପଯୋଗ କରି ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଏଆଇ କାରଣରୁ ସୃଷ୍ଟି ହୋଇଥିବା ଆହ୍ୱାନକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ପୁଲିସକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ  ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବା ପାଇଁ ପ୍ରଯୁକ୍ତିର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କ […]

କଳା ଓ ସଂସ୍କୃତି ପୁରୀ ଭୁବନେଶ୍ୱର ସାପ୍ତାହିକ

କୋଣାର୍କ ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

ପୁରୀ/ଭୁବନେଶ୍ୱର ତା01/11/2024ରିଖ            ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ  ସଙ୍ଗୀତ  ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି  ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। 1989 ମସିହା ଠାରୁ ଆରମ୍ଭ ହୋଇଛି ଏହି କୋଣାର୍କ ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ୍ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେ […]

ଖୋର୍ଦ୍ଧା ଭୁବନେଶ୍ୱର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ସାଙ୍ଗଠନିକ ନିର୍ବାଚନ କର୍ମଶାଳା….

ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପ୍ରକ୍ରିୟା ବିଜେପିକୁ ଅନ୍ୟ ଦଳଠାରୁ ଭିନ୍ନ କରିଛି: ଡ.ଯତୀନ ମହାନ୍ତି  ବୁଥ୍ କମିଟି ଗଠନ ପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ ଭୁବନେଶ୍ୱର,ତା.୩୦/୧୧: ଭାରତୀୟ ଜନତା ପାର୍ଟି ହେଉଛି ଏକମାତ୍ର ପାର୍ଟି ଯେଉଁଥିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି । ପ୍ରତି ୬ ବର୍ଷରେ ଥିରେ ଏହି ଦଳର ସଦସ୍ୟମାନେ ପୁନର୍ବାର ସଦସ୍ୟତା ଗ୍ରହଣ କରନ୍ତି । ପ୍ରତି ୩ ବର୍ଷରେ ଦଳର ସଂଗଠନଗୁଡ଼ିକୁ ନୂତନ ଭାବେ ରଚନା କରାଯାଇ […]

ଖୋର୍ଦ୍ଧା ଭୁବନେଶ୍ୱର ସଂସଦ ସମାଚାର

ରଙ୍ଗ ବଦଳାଇବାରେ ଓସ୍ତାଦ ହେଉଛି ବିଜେଡି : ସୁରେଶ ପୁଜାରୀ

ଏମଏମଡିଆର ଆଇନ କାର୍ଯ୍ୟାକାରୀ ହେବା ପରେ ଓଡିଶା ସର୍ବାଧିକ ଲାଭାନ୍ୱିତ ହୋଇଛି  ବିଜେଡି ଲାଭାନ୍ୱିତ ହେଲା, କିନ୍ତୁ ଓଡିଶାବାସୀ ଲାଭାନ୍ୱିତ ହେଲେ ନାହିଁ  ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ନକରି କେଉଁଠି ଖର୍ଚ୍ଚ ହୋଇଛି, ତାହା ସାର୍ବଜନୀନ କରୁ ବିଜେଡି  ଶାସନରୁ ବିଦା ହେବା ପରେ ବିଜେଡି ନିଜ ଆଖି ଓ କାନ ବନ୍ଦ କରିଦେଇଥିବାରୁ ବିକାଶ ଦେଖାଯାଉନାହିଁ ଭୁବନେଶ୍ୱର,ତା.୨୯/୧୧: ଆମର ରଙ୍ଗ କେବେହେଲେ ବଦଳି ନାହିଁ । କିନ୍ତୁ ରଙ୍ଗ ବଦଳାଇବାରେ ଓସ୍ତାଦ […]

ଜାତୀୟ ରାଜ୍ୟ ରାଜନୀତି

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଦେଶର ଶାସନ ପ୍ରଣାଳୀକୁ ସରଳ କରିବା ସହ ସର୍ବବ୍ୟାପୀ କରିଛି ଭାରତୀୟ ସମ୍ବିଧାନ: ମନମୋହନ ସାମଲ ଆମ ସମ୍ବିଧାନ, ଆମ ସ୍ୱାଭିମାନ କଂଗ୍ରେସ ସରକାର ସମୟରେ ରାଜନୈତିକ ସ୍ୱାର୍ଥ ପାଇଁ ସମ୍ବିଧାନକୁ ବଦଳାଇବାକୁ ଅପଚେଷ୍ଠା କରାଯାଇଥିଲା ୨୦୧୫ରେ ପ୍ରଧାମନ୍ତ୍ରୀ ମୋଦିଜୀ ୨୬ ନଭେମ୍ବରକୁ “ସମ୍ବିଧାନ ଦିବସ” ଭାବେ ଘୋଷଣା କରିଥିଲେ ଭୁବନେଶ୍ୱର, ତା.୨୬/୧୧: ସମ୍ବିଧାନ ଦିବସ ଆଜି ସମଗ୍ର ଦେଶରେ ପାଳନ କରାଯାଉଥିବାବେଳେ ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଟ ଓ ଲିଗାଲ ସେଲ୍ ପକ୍ଷରୁ ଏକ ଆଲୋଚନାଚକ୍ର […]

ଅନ୍ତର୍ଜାତୀୟ ଅର୍ଥନୀତି ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଭାରତୀୟ ରେଳ ମୋବାଇଲ୍ ଆପ୍ଲିକେସନ୍ ସଂରକ୍ଷା ଆରମ୍ଭ ହେଲା

ଭାରତୀୟ ରେଳ ଆଜି ସାରା ଦେଶରେ ସଂରକ୍ଷା ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ କରି ଯାତ୍ରୀ ସୁରକ୍ଷା ଦିଗରେ ଆଉ ଏକ ପଦକ୍ଷେପ ନେଇଛି | ଏହି ପ୍ରୟୋଗର ଉଦ୍ଦେଶ୍ୟ ହେଉଛି ଭାରତୀୟ ରେଳର ଫ୍ରଣ୍ଟଲାଇନ ସୁରକ୍ଷା ବର୍ଗର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ମାଧ୍ୟମରେ ରେଳ ସୁରକ୍ଷାକୁ ଉନ୍ନତ କରିବା | ରେଳବାଇ ବୋର୍ଡର ସଦସ୍ୟ, ଅପରେସନ୍ସ ଏବଂ ବ୍ୟବସାୟ ବିକାଶ ଶ୍ରୀ ରବିନ୍ଦର ଗୋୟଲ ଆଜି ସମସ୍ତ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଜୋନାଲ ରେଳବାଇ ଗୁଡିକର […]

Suchana Tv @2025. All Rights Reserved || Developed By CBSPL