Thursday, 21 May 2026
ଓଡ଼ିଶା ମନରଞ୍ଜନ

ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅସୁସ୍ଥ

ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ, ଆସୁନି ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର, ଭେଣ୍ଟୀଲେଟରରେ କଣ୍ଠଶିଳ୍ପୀ ହ୍ୟୁମାନ, ଅଲିଉଡରେ ଲାଗିଛି କାହା ନଜର! ଗୋଟେ ପରେ ଗୋଟେ ମେଡିକାଲରେ ଭର୍ତ୍ତି , ଅଭିଜିତ ମଜୁଁମଦାର ମେଡିକାଲରେ ଚିକିତ୍ସା ହେଉଥିବାବେଳେ ଶୁକ୍ରବାର ସନ୍ଧ୍ୟା ସମୟରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନସାଗର। ଭୁବନେଶ୍ୱର ସ୍ଥିତ ଏମ୍ମ ମେଡିକାଲରେ ଭେଣ୍ଟିଲେଟର ନାମୀ ଦାମୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଓଡ଼ିଶା ବାସୀ ଓ ସରକାରଙ୍କୁ ହାତ ଯୋଡ଼ି ଜୀବନ […]

ଜାତୀୟ ବିଜେପି ରାଜନୀତି

କିଏ ୯୫ ତ କିଏ ୨୭… କିଛି ଭୋଟର ବ୍ୟବଧାନ ଭାଙ୍ଗି ଦେଲା ପଦବୀର ସ୍ୱପ୍ନକୁ ! ବିହାର ନିର୍ବାଚନରେ ​​ଏହି ଆସନଗୁଡ଼ିକରେ ହୋଇଗଲା ଖେଳ

ବିହାର ବିଧାନସଭା ନିର୍ବାଚନରେ ​​ଏଥର ବିଜେପି ଇତିହାସ ରଚିଛି । କାହିଁକିନା ସେ ସବୁଠାରୁ ବୃହତ ଦଳ ଭାବରେ ଉଭା ହୋଇଛି। ବିହାର ନିର୍ବାଚନରେ ଏଥର ବିଜେପି 89 ଟି ଆସନ ଜିତିବାରେ ସକ୍ଷମ ହୋଇପାରିଛି। ଅନ୍ୟପଟେ ନୀତିଶ କୁମାରଙ୍କ ଜେଡିୟୁ 85ଟି ଆସନ ଜିତିଛି । ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାଗଠବନ୍ଧନ 50 ଅଙ୍କ ମଧ୍ୟ ପାର କରିପାରି ନଥିଲା। କିଛି ପ୍ରାର୍ଥୀ ରେକର୍ଡ ସଂଖ୍ୟାରେ ଜିତିଥିବାବେଳେ କିଛି ପାର୍ଥି ସବୁଠାରୁ କମ୍ […]

ଓଡ଼ିଶା ରାଜନୀତି

ନୂଆପଡ଼ା ଉପନିର୍ବାଚନରେ ବିଜେଡି କାହିଁକି ହାରିଲା?

ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନର ଉପନିର୍ବାଚନ  ବିଜୁ ଜନତା ଦଳ ପାଇଁ ବଡ଼ ଝଟକା ହୋଇଛି। ୨୦୨୪ ସାଧାରଣ ନିର୍ବାଚନରେ ୨୪ ବର୍ଷର ଶାସନ ହରାଇବା ପରେ ଏହା ଥିଲା ବିଜେଡିର ପ୍ରଥମ ବଡ଼ ପରୀକ୍ଷା। ଏଠାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମାତ୍ର ୩୮,୪୦୮ ଭୋଟ୍‌ ପାଇଥିବା ବେଳେ ବିଜେପିର ଜୟ ଢୋଲକିଆ ୧,୨୩,୮୬୯ ଭୋଟ୍‌ ପାଇ ୮୩,୭୪୮ର ବିଶାଳ ବ୍ୟବଧାନରେ ଜିତିଛନ୍ତି। ଏହି ପରାଜୟ ବିଜେଡିର ଆସନ ସଂଖ୍ୟାକୁ ୫୧ରୁ ୫୦କୁ ହ୍ରାସ କରିଛି। […]

ଓଡ଼ିଶା ରାଜନୀତି

ନୂଆପଡ଼ା ଉପନିର୍ବାଚନ: ବିଜେପିର ବଡ଼ ବିଜୟ, ପଦ୍ମ ପୁଣି ଫୁଟିଲା

ନୂଆପଡ଼ା ବିଧାନସଭା ଆସନର ଉପନିର୍ବାଚନରେ ମତଗଣନା ଶେଷ ହୋଇଛି। ୨୬ଟି ରାଉଣ୍ଡ୍‌ ପରେ ଆସିଥିବା ଫଳାଫଳ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି) ଏଠାରେ ବିପୁଳ ବ୍ୟବଧାନରେ ଜିତିଛି। ଏହା ଏକ ବଡ଼ ଆଶ୍ଚର୍ଯ୍ୟ ନୁହେଁ, କାରଣ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ମିଳିଛି ୧,୨୩,୮୬୯ଟି ଭୋଟ୍‌। ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ମିଳିଛି ମାତ୍ର ୪୦,୧୨୧ଟି ଭୋଟ୍‌। ଅର୍ଥାତ୍‌, ଜୟ ଢୋଲକିଆ ୮୩,୭୪୮ଟି ଭୋଟ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନର […]

ଜାତୀୟ

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ୍ୟୁ

ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଟିକୈତ ନଗର ଥାନା ଅଞ୍ଚଳର ସରାଇ ବାରାଇ ଗାଁରେ ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, କାରଖାନାରେ ବାଣ ତିଆରି […]

ଜାତୀୟ

ଜୈଶ-ଏ-ମହମ୍ମଦର ‘ମାଡାମ ସର୍ଜନ’ ସମ୍ପର୍କରେ ମିଳିଛି ବଡ଼ ତଥ୍ୟ!

ଜୈଶ-ଏ-ମହମ୍ମଦ (JeM)ର ଜଣେ ଶୀର୍ଷ କମାଣ୍ଡର ଡାକ୍ତର ଶାହିନଙ୍କ ବିଷୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ସୂତ୍ର ଅନୁଯାୟୀ ଡକ୍ଟର ଶାହିନଙ୍କୁ ସଂଗଠନ ଭିତରେ “ମାଡାମ ସର୍ଜନ” ବୋଲି କୁହାଯାଉଥିଲା ଏବଂ ତାଙ୍କର ନିକଟତମ ସହଯୋଗୀ ଏବଂ ଅନ୍ୟ ଜୈଶ ଆତଙ୍କବାଦୀମାନେ ତାଙ୍କୁ ଏହି ନାମରେ ଡାକୁଥିଲେ। ଶାହିନ ଯୁବକ ଯୁବତୀମାନଙ୍କ ମାଇଣ୍ଡ ୱାସ ଏବଂ ସଂଗଠନରେ ନିଯୁକ୍ତି ଦେବାରେ ସାମିଲ ଥିଲେ। ରିପୋର୍ଟ ଅନୁସାରେ, ସେ ସେମାନଙ୍କୁ ଯୁବତୀମାନଙ୍କୁ ବିଭନ୍ନ ବର୍ଗ କରି ସେମାନଙ୍କୁ […]

ଜାତୀୟ

ଦିଲ୍ଲୀ ବିସ୍ପୋରଣରେ ଓଡିଶା ଲିଙ୍କ!

ଦିଲ୍ଲୀରେ ଘଟିଥିବା ବିସ୍ପୋରଣ ସହିତ ଓଡ଼ିଶାର ଲିଙ୍କ ରହିଥିବା କଥା ଜଣା ପଡିଛି । ଆତଙ୍କୀ ମୁଜାମ୍ମୀଲ ସକିଲର ସମ୍ପର୍କ ଓଡ଼ିଶାରେ ରହିଛି । ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଟିମ ହାତରେ ଲାଗିଛି। ମୁଜାମ୍ମୀଲର ହ୍ୱାଟ୍ସଆପ ଯାଞ୍ଚ ସମୟରେ ଓଡ଼ିଶାର କେତେକ ନମ୍ବର ସହ ମେସେଜ ଓ ବାର୍ତ୍ତାଳପ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଘଟଣା ଜମ୍ମୁ , ହରିୟାଣା , ତାମିଲନାଡୁର ଲିଙ୍କ ରହିଥିବା ଜଣା ପଡିଛି । ଏଠି […]

ଅପରାଧ ଜାତୀୟ

ଆସିଥିଲେ ଜୁନିଅର ଇଞ୍ଜିନିୟର ହେବାକୁ ହୋଇଗଲେ ‘ଲେଡି ଡନ୍’

ମୁଜାଫରପୁରର ସାକ୍ରା କଶୋପୁର ଗାଁର ଜଣେ ମେଧାବୀ ଯୁବତୀ ପୂଜା ପଲିଟେକ୍ନିକ୍ ପ୍ରବେଶିକା ପରୀକ୍ଷାରେ ମନୋନୀତ ହୋଇଥିଲେ । ଭଲ ମେରିଟ ଓ ମେଧାବୃତ୍ତି ଯୋଗୁ ତାଙ୍କର ପାଟନା ପଲିଟେକ୍ନିକ୍ କଲେଜରେ ଆଡ଼ମିସନ ହୋଇଯାଇଥିଲା। ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖି, ପୂଜା ବୈଷୟିକ ଶିକ୍ଷା ଗ୍ରହଣ କରିବା ପାଇଁ ପାଟନା ଆସନ୍ତି। ପ୍ରାରମ୍ଭରେ ସବୁକିଛି ଠିକ୍ ଠାକ୍ ଚାଲିଥାଏ, କିନ୍ତୁ ସେ ଶୀଘ୍ର ସହରର ଚମକରେ ପଡ଼ିଯାଏ। ଅନ୍ୟମାନଙ୍କ ଉଦାହରଣ ଅନୁସରଣ କରି, ସେ ଏକ […]

ଅନ୍ତର୍ଜାତୀୟ ଜାତୀୟ

ବିସ୍ଫୋରଣରେ ପ୍ରଭାବିତ ଲୋକଙ୍କ ଯନ୍ତ୍ରଣା ମୁଁ ବୁଝିପାରୁଛି: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭୁଟାନରୁ ଦିଲ୍ଲୀ ଫେରିଛନ୍ତି। ବିମାନବନ୍ଦରରେ ଅବତରଣ କରିବା ପରେ ସେ ସିଧାସଳଖ ଦିଲ୍ଲୀ ବିସ୍ଫୋରଣର ପୀଡିତମାନଙ୍କୁ ଭେଟିବା ପାଇଁ ଏଲଏନଜେପି ହସ୍ପିଟାଲକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ବିସ୍ଫୋରଣରେ ଆହତମାନଙ୍କୁ ଭେଟିଥିଲେ। ତାଙ୍କ ଗସ୍ତ ସମୟରେ, ସେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ସମୟରେ, ଆହତମାନଙ୍କ ମଧ୍ୟରୁ ଅନେକ ବିସ୍ଫୋରଣ ସମୟରେ ସେମାନଙ୍କର ପରିସ୍ଥିତି ବର୍ଣ୍ଣନା କରିଥିଲେ। ପୂର୍ବରୁ, ମଙ୍ଗଳବାର ଦିନ ଭୁଟାନ ଗସ୍ତ ସମୟରେ, […]

ଜାତୀୟ ବିଜେଡି ବିଜେପି ଯାଜପୁର ରାଜନୀତି

ପଦ୍ମ ପୋଖରିରେ ଅଣ ନିଶ୍ବାସ ହୋଇଯାଇଛନ୍ତି ଗେଣ୍ଡା ଦଳିଆ

ଦିନେ ଯାହା ଗଡ଼ ଥିଲା ତାହା ଆଜି ପାଲଟିଛି ଭୂତ ବଙ୍ଗଳା। ଯାଜପୁର ନାଁ ଶୁଣିଲେ ବିଜେଡ଼ି ନେତାଙ୍କୁ ଝାଡ଼ିବା ପାଇଁ ଖୋଜା ପଡୁଛନ୍ତି ଗୁଣିଆ। ଲୋକାଲ ନେତା ଭିଟାମାଟି ମାଡୁ ନାହାନ୍ତି ଆଉ ମୁଣ୍ଡି ନେତା ଆଖି ଉଠେଇ ଚାହୁଁ ନାହାନ୍ତି। ସତେ ଯେମିତି ଯାଜପୁର ଏବେ ବିଜେଡ଼ିର ମୁଣ୍ଡ ଉପରେ ସବାର ହୋଇଛି। ପଦ୍ମ ପୋଖରିରେ ଅଣ ନିଶ୍ବାସ ହୋଇଯାଇଛନ୍ତି ଗେଣ୍ଡା ଦଳିଆ । ଯାଜପୁରରେ ତାସ ଘର ପରି ଭୁସୁଡ଼ୁଛି ଶଙ୍ଖ ମହଲ। […]

Suchana Tv @2025. All Rights Reserved || Developed By CBSPL