Thursday, 21 May 2026
ମନରଞ୍ଜନ ସିନେମା

କିସ୍ କିସ୍ କୋ ପ୍ୟାର୍ କରୁଁ 2 ର ଟ୍ରେଲର ରିଲିଜ୍, କପିଲ୍ ଶର୍ମା 4 ପତ୍ନୀଙ୍କ କବଳରେ ଫସିଲେ କପିଲ, ଆଶ୍ରମର ବବିତା ବଢ଼ାଇଲେ ତାପମାନ

ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଫିଲ୍ମ “କିସ୍ କିସ୍ କୋ ପ୍ୟାର୍ କରୁଁ ୨” ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଯାଇଛି। ଫିଲ୍ମଟି ଡିସେମ୍ବର ୧୨ ତାରିଖରେ ରିଲିଜ୍ ହେବାର ଯୋଜନା ରହିଛି। ପ୍ରଶଂସକମାନେ ଟ୍ରେଲରକୁ ପସନ୍ଦ କରୁଛନ୍ତି। କପିଲ ଶର୍ମା ତାଙ୍କ କମେଡିରେ ତଡକା ଲଗେଇବାକୁ ଯାଉଛଂତି । ସେ ତାଙ୍କ ଶୈଳୀରେ ଫିଲ୍ମରେ ପୁରା ଧମାଲ ମଚେଇଛନ୍ତି। ଟ୍ରେଲରରେ ଦେଖାଯାଇଛି ଯେ କପିଲ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି […]

ବରଗଡ

ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେ ଦେବୀଙ୍କ ପୂଜା

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ନୃସିଂହନାଥ ପର୍ବତମାଳା ଶିଖରେ ଥିବା ମାଁ ଦୁର୍ଗେଇଦେବୀଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଙ୍କ ପୂଜାନୋତ୍ସବ ମହା ସମାରୋହରେ ଡିସେମ୍ବର ମାସ ୪/୫ ଦୁଇ ଦିନ ଅନୁଷ୍ଠିତ ହେବ ସେନେଇ ସଭାପତି ଶ୍ରୀ ମଧୂସୁଦନ ପାଣ୍ଡେ ଅଞ୍ଚଳର ତଥା ଓଡ଼ିଶାର ରାଜ୍ୟର ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ମାଁ ଦୂର୍ଗେଇ ଦେବୀ ସହଯୋଗ କରିବା ପାଇଁ ଅନୁରୋଧ ସହ କାମନା କରିଛନ୍ତି। ଶ୍ରୀ ପାଣ୍ଡେ ମୂଖ୍ୟ […]

ଅପରାଧ ଜାତୀୟ

ବଡ଼ ଘର ବଡ଼ ଗୁମର କଥା…

ଲୋକପ୍ରିୟ ପାନ ମସଲା କମ୍ପାନୀ କମଳା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲାର ମାଲିକ କମଲ କିଶୋରଙ୍କ ବୋହୂ ଦୀପ୍ତି ଚୌରାସିଆ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିବା ଅନୁସାରେ, ତାଙ୍କ ମୃତଦେହ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଛି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି। ସେ କାହାକୁ ଦୋଷ ଦେଇ ନାହାଁନ୍ତି। ସୁଇସାଇଡ ନୋଟରେ ଲେଖାଯାଇଛି, “ଯଦି କୌଣସି ସମ୍ପର୍କରେ ପ୍ରେମ […]

ଜାତୀୟ ରାଜନୀତି

SIR କୁ ନେଇ ମମତାଙ୍କ ଧମକ !

କେନ୍ଦ୍ର ସରକାରଙ୍କ ନିର୍ବାଚନକୁ ଦୃଷ୍ଟିରେ ରଖି ଆଣିଛନ୍ତି ନୂଆ ନିୟମ ‘SIR’ଯାହାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିର୍ବାଚନ କମିଶନ ଏବଂ SIR (State Reorganization Issue) ଉପରେ ଉଠାଇଛନ୍ତି ପ୍ରଶ୍ନ । ତାଙ୍କ କହିବା କଥା ଏସଆଇଆର ପରେ ଯେତେବେଳେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବ, ସେତେବେଳେ ଭୋଟରମାନେ ନିର୍ବାଚନ କମିଶନ ଏବଂ ବିଜେପି ଦ୍ୱାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟକୁ ଅନୁଭବ କରିବେ। ସେ ସାମ୍ପ୍ରତିକ ବିହାର ନିର୍ବାଚନର ଫଳାଫଳ […]

ବିଜେଡି ରାଜନୀତି ରାଜ୍ୟ

ବିଜେଡିର ଉତ୍ତରାଧିକାରୀ ‘ସୁଜାତା’?

ବିଜୁ ଜନତା ଦଳର ଉତ୍ତରାଧିକାରୀ ଘୋଷଣାକୁ ନେଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ବଡ଼ ବୟାନ। ଏ ନେଇ ଯଦି ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ଦଳର ସଭାପତି ନିର୍ଦ୍ଦେଶ ଦିଅନ୍ତି ତେବେ ସମସ୍ତେ ଜାଣି ପାରିବେ। ଦେବୀ ମିଶ୍ରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡିର ଉତ୍ତରାଧିକାରୀ ଘୋଷଣା ଚର୍ଚ୍ଚାକୁ ଆହୁରି ବଳ ମିଳିଛି।… ଦଳର ପ୍ରତିଷ୍ଠା ଦିବସରେ ପ୍ରବେଶ କରିବେ କି ସୁଜାତା କାର୍ତ୍ତିକେୟନ ? ନେବେ କି ବିଜେଡିର […]

ଜାତୀୟ ମନରଞ୍ଜନ ସିନେମା

ତୋଡେଙ୍ଗେ ଦମ ଅଗର ତେରା ସାଥ ନେହିଁ ଛୋଡ଼େଙ୍ଗେ…ଜୟଙ୍କୁ ଛାଡି ଚାଲିଗଲେ ବିରୁ

ବଲିଉଡର “ହି-ମ୍ୟାନ୍” ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। ନଭେମ୍ବର 24 ତାରିଖ ସୋମବାର ଦିନ ତାଙ୍କର ପରଲୋକ ହୋଇଛି । 89 ବର୍ଷ ବୟସରେ, ଧର୍ମେନ୍ଦ୍ର ତାଙ୍କ ଜୁହୁ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବହୁତ ଦିନ ଧରି ଖରାପ ଥିଲା। ପରିବାରର ଅନୁରୋଧରେ ନଭେମ୍ବର 12 ତାରିଖରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେବେଠାରୁ ସେ ଘରେ ଚିକିତ୍ସାଧୀନ ଥିଲେ। ଭିଲେ ପାର୍ଲେର ପବନ ହଂସ ଶ୍ମଶାନରେ […]

ଜାତୀୟ ଧର୍ମ

୨୬ ରେ ମୁସଲମାନମାନଙ୍କ ପାଇଁ କ’ଣ ପରିବର୍ତ୍ତନ ହେବାକୁ ଯାଉଛି…ଇସଲାମିକ କୁପ୍ରଥା ର ଅନ୍ତ ନା ହଟିବ ‘ଜାଲା’

ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ତଲାକ-ଏ-ହାସନର ଇସଲାମିକ ପ୍ରଥାର ଯାଞ୍ଚ କରୁଛନ୍ତି, ଯେଉଁଥିରେ ଜଣେ ମୁସଲିମ ସ୍ୱାମୀ ତିନି ମାସରେ ତିନିଥର ତଲାକ ଉଚ୍ଚାରଣ କରି ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦିଅନ୍ତି। ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କିଛି ପ୍ରଶ୍ନ ଉଠାଇ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମାମଲାକୁ ଏକ ସମ୍ବିଧାନ ଖଣ୍ଡପୀଠକୁ ପଠାଇବା ବିଷୟରେ ବିଚାର କରିବେ। ନଭେମ୍ବର 24 ତାରିଖ ସୋମବାର ଦିନ ଦେଶର ନୂତନ CJI ଭାବରେ […]

ଜାତୀୟ

ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟ କାନ୍ତ

ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ପ୍ରଧାନ ବିଚାରପତି ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (୨୪ ନଭେମ୍ବର, ୨୦୨୫) ତାଙ୍କୁ CJI ଭାବରେ ଶପଥ ପାଠ କରାଇଥିଲେ। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବିଜେପି ସଭାପତି ଜେ.ପି. ନଡ୍ଡା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଉପସ୍ଥିତିରେ ସେ CJI ଭାବରେ ଶପଥ […]

ଜାତୀୟ ରାଜ୍ୟ

ଆସୁଛି ଆଉ ଏକ ବାତ୍ୟା

ମାଲାକା ସମୁଦ୍ର ସନ୍ଧିରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନୀଭୂତ ହୋଇକି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ପୁଣି ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଜି ଅବପାତରେ ପରିଣତ ହେବ। ଆସନ୍ତା ୨୬ କିମ୍ବା ୨୭ ତାରିଖରେ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୨୫ ତାରିଖ ପରେ ବର୍ଷା ପରିମାଣ ବଢିବ । ସେହିପରି ବାତ୍ୟା ସ୍ଥିତି […]

ମନରଞ୍ଜନ ସିନେମା

ବିବାହ ପରେ ମଧ୍ୟ କ୍ୟାରିୟରରେ କୌଣସି ପରିବର୍ତ୍ତନ ହୋଇନାହିଁ; ସୋନାକ୍ଷୀ

ଜାହିର ଇକବାଲଙ୍କୁ ବିବାହ କରିବା ପରଠାରୁ ସୋନାକ୍ଷୀ ସିହ୍ନାଙ୍କ ଗର୍ଭଧାରଣର ଗୁଜବ ଘୁରି ବୁଲୁଛି। ଅକ୍ଟୋବରରେ, ସୋନାକ୍ଷୀ ଏକ ହାସ୍ୟରସପୂର୍ଣ୍ଣ ଇନଷ୍ଟାଗ୍ରାମ ପୋଷ୍ଟ ସହିତ ଏହି ଗୁଜବଗୁଡ଼ିକୁ ଖାରଜ କରିଥିଲେ। ସେ ପୋଷ୍ଟର କ୍ୟାପସନରେ କହିଥିଲେ, “ମାନବ ଇତିହାସରେ ସବୁଠାରୁ ଦୀର୍ଘ ଗର୍ଭଧାରଣ ପାଇଁ ବିଶ୍ୱ ରେକର୍ଡଧାରୀ।” ରମେଶ ତୌରାନିଙ୍କ ଦୀପାବଳି ପାର୍ଟିରେ, ତାଙ୍କ ସ୍ୱାମୀ ଜାହିର ଇକବାଲ ତାଙ୍କ ପେଟରେ ହାତ ରଖି ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ। ଗର୍ଭଧାରଣର ପ୍ରମାଣ ଦେବା ପାଇଁ ଅଭିନୟ […]

Suchana Tv @2025. All Rights Reserved || Developed By CBSPL