Thursday, 21 May 2026
ଅପରାଧ ମୁଖ୍ୟ ଖବର ରାଜ୍ୟ ଖବର

ଦାନୀପାଲିରେ ଯୁବକଙ୍କୁ ହତ୍ୟା, ୬ ଅଭିଯୁକ୍ତ ଗିରଫ

ଦାନୀପାଲିରେ ଯୁବକଙ୍କୁ ହତ୍ୟା, ୬ ଅଭିଯୁକ୍ତ ଗିରଫ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ ଘଟିଥିବା ଏକ ହିଂସାତ୍ମକ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ବୁଧବାର ରାତି ପ୍ରାୟ ୯ଟା ବେଳେ ଏକ ନିର୍ମାଣାଧୀନ କୋଠାଘରେ କାମ କରୁଥିବା କିଛି ଶ୍ରମିକଙ୍କ ସହ କିଛି ଯୁବକଙ୍କ ମଧ୍ୟରେ ବିବାଦ ହୋଇଥିଲା । ଘଟଣାସ୍ଥଳରେ ପ୍ରାୟ ୮ଜଣ ଶ୍ରମିକ ଉପସ୍ଥିତ ଥିବାବେଳେ ୬ଜଣ ଯୁବକ ସେମାନଙ୍କ […]

ଦେଶ ବିଦେଶ ମୁଖ୍ୟ ଖବର

ଏକାସାଙ୍ଗରେ ଦୁଇ ଦୁଇଟି ଦୁର୍ଘଟଣା, ଚାଲିଗଲା ୬ ଜୀବନ

ଆଜି ସକାଳୁ ଉତ୍ତରପ୍ରଦେଶର ଦୁଇଟି ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପ୍ରଥମ ଦୁର୍ଘଟଣାଟି ଗାଜିଆବାଦରେ ଘଟିଥିଲାବେଳେ ଦ୍ଵିତୀୟ ଘଟଣାଟି ବିଜନୌରରେ ଘଟିଥିବା ସୂଚନା ମିଳିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାନୁଯାୟୀ, ଗାଜିଆବାଦରେ ଦୁଇଟି ବାଇକ୍ ପରସ୍ପର ଧକ୍କା ହୋଇଥିଲା । ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨ଜଣ ଆହତ ହୋଇଥିବା ଜଣାପଡିଛି । ୱେଭ୍ ସିଟି ଥାନା ଅଞ୍ଚଳର ଦାସନାର ବାସିନ୍ଦା […]

ମୁଖ୍ୟ ଖବର ରାଜ୍ୟ ଖବର

ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର, ବିଷ, ନିଶା, ମାନସିକ ଚାପ ନେଇଗଲା ଜୀବନ

ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା । ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା ଦେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବୋହୂ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ଦୁଇ ମ୍ୟାନେଜରଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ନାଁରେ ଦେଇଛନ୍ତି ଏଫଆଇଆର । କଟକ […]

ଲାଇଫ ଷ୍ଟାଇଲ

ପିଅନ୍ତୁ ଏହି ଜୁସ୍, ଶୀତଦିନେ ପାଆନ୍ତୁ ନ୍ୟାଚୁରାଲ ଗ୍ଲୋଇଂ ସ୍କିନ୍

ଶୀତଦିନ ଆସିବା ମାତ୍ରେ ସାଧାରଣତଃ ଆମ ତ୍ୱଚା ଶୁଷ୍କ ହୋଇଯାଏ । କାରଣ ଥଣ୍ଡା ପବନ ତ୍ୱଚାର ମଶ୍ଚରାଇଜ ଗୁଣକୁ ଖରାପ କରି ଦେଇଥାଏ । ଯାହାଦ୍ୱାରା ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ । ଏହି ଋତୁରେ ମିଳୁଥିବା ଫଳ ଏବଂ ପନିପରିବା ଆମ ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ତେଣୁ ଯଦି ଆପଣ ନିଜର ସ୍କିନରେ ଗ୍ଲୋ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆମେ ଏକ […]

ଦେଶ ବିଦେଶ ମୁଖ୍ୟ ଖବର

ଇମ୍ରାନ୍ ଖାନ୍ ଏବଂ ପତ୍ନୀଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି । ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ ଦେଇଥିଲେ […]

ଅପରାଧ ଓଡ଼ିଶା କଟକ ମୁଖ୍ୟ ଖବର ରାଜ୍ୟ

ଯୌତୁକ ଜୁଇରେ ଜଳିଲେ ଆଉ ଜଣେ ବଧୂ

ଏଇ ବର୍ଷେ ତଳେ ଝିଅ ପ୍ରେମ ବିବାହ କରିଥିଲା । କିନ୍ତୁ ଏବେ ତା ମରଶରୀର ପଡ଼ିଛି । ଝିଅକୁ ଯୌତୁକ ଆଣ କହି ଶାଶୁଘର ଲୋକେ ଧମକ ଦେଉଥିଲେ ।  ଝିଅକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ଏବେ ମୋ ଝିଅକୁ ଜୀବନରୁ ଶେଷ କରିଦେଲେ । ଏଭଳି ଏକ ସାଙ୍ଘାତିକ  ଅଭିଯୋଗ ଆଣିଛନ୍ତି ମୃତକ ଝିଅର ବାପା ମା । ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ […]

ଦେଶ ବିଦେଶ ମୁଖ୍ୟ ଖବର ରାଜନୀତି

ସିରିଆରେ ବର୍ଷିଲା ନିଆଁ, ଥରିଲା ISIS

ସିରିଆରେ ବର୍ଷିଲା ନିଆଁ, ଥରିଲା ISIS । ସିରିଆରେ ISIS ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ଧ୍ବଂସ ହୋଇଛି ୭୦ରୁ ଅଧିକ ISIS ଆଡ୍ଡା । ଗତକାଲି ରାତିରେ ସିରିଆର ISIS ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ କରିଛି ଆମେରିକା । ‘ଅପରେସନ ହକ ଆଇ ଷ୍ଟ୍ରାଇକ’-Operation Hawkeye Strike ଜରିଆରେ ପ୍ରାୟ ୭୦ରୁ ଅଧିକ ISIS ଆଡ୍ଡା ଉପରେ ବୋମା ବର୍ଷଣ କରିଛି ଆମେରିକା । ସୂଚନାନୁଯାୟୀ, ପାଲମାଇରା, ରାକ୍କା ଓ […]

ଦେଶ ବିଦେଶ ମନରଞ୍ଜନ ସିନେମା

ଚର୍ଚ୍ଚାରେ ଧୂଆଁଧାର ଧୂରନ୍ଧର

ଚର୍ଚ୍ଚାରେ ଧୂରନ୍ଧର । କଣ୍ଟ୍ରୋଭର୍ସି, ବ୍ୟାନ୍ ଯେମିତି ପିଛା ଛାଡୁନି ଏହି ସିନେମାର । ତଥାପି ମଧ୍ୟ ରେକର୍ଡ ପରେ ରେକର୍ଡ ବନାଇଚାଲିଛି ରଣବୀର ସିଂ ଷ୍ଟାରର ଏହି ଫିଲ୍ମ । ଗୋଟିଏ କି ଦୁଇଟି ନୁହେଁ, ୧୯ଟି ରେକର୍ଡ ବନାଇଛି ଧୂରନ୍ଧର । ରଣବୀର ସିଂଙ୍କ କ୍ୟାରିଅରର ବିଗେଷ୍ଟ୍ ଓପନିଂ ସିନେମା ବନିଛି ଧୂରନ୍ଧର । ଓପନିଂ ୱିକେଣ୍ଡରେ ୧୦୩ କୋଟିର ବିଜନେସ୍ । ଏଥିସହିତ ରିଲିଜର ପ୍ରଥମ ସପ୍ତାହରେ ୨୦୭ କୋଟିରୁ ଅଧିକ କଲେକ୍ସନ୍ […]

ଦେଶ ବିଦେଶ ମୁଖ୍ୟ ଖବର ରାଜନୀତି

ବାଂଲାଦେଶର ‘ଭାରତ ବିରୋଧୀ’ ଯୋଜନାର ପର୍ଦ୍ଦାଫାସ

ଶେଖ ହାସିନାଙ୍କୁ କ୍ଷମତାରୁ ବାହାର କରିବା ପରଠାରୁ ବାଂଲାଦେଶ ଏକ ରାଜନୈତିକ ଶୂନ୍ୟସ୍ଥାନରେ ବୁଡ଼ି ରହିଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କ ପାଖରେ ଏକ ଦୃଢ଼ ଜନାଦେଶ କିମ୍ବା ପ୍ରଶାସନିକ ନିୟନ୍ତ୍ରଣର ଅଭାବ ଅଛି। ଏହି ପରିସ୍ଥିତିରେ, ବାଂଲାଦେଶ ନିରନ୍ତର ଅଶାନ୍ତିରେ ରହିଛି। ବାଂଲାଦେଶରେ ଭାରତ ବିରୋଧୀ ପ୍ରତିବାଦ ତୀବ୍ର ହେଉଥିବା ବେଳେ, ସମୁଦ୍ରରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଉଛି। ଗତ ଦୁଇ ମାସ ମଧ୍ୟରେ, ଭାରତ ଏକ ଅସାଧାରଣ ଧାରା ଲକ୍ଷ୍ୟ କରିଛି: ବଙ୍ଗୋପସାଗରରେ […]

ଦେଶ ବିଦେଶ ମୁଖ୍ୟ ଖବର

ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଉଡ଼ାଣ ବାଧାପ୍ରାପ୍ତ

ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ସ୍ଥାନରେ ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି । ପରାମର୍ଶରେ ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ଥିବା ଆଶଙ୍କା ରହିଛି । ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାରଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଦିଲ୍ଲୀ […]

Suchana Tv @2025. All Rights Reserved || Developed By CBSPL