Thursday, 21 May 2026
ଅନ୍ତର୍ଜାତୀୟ ବ୍ୟବସାୟ ଓ ବାଣିଜ୍ୟ

ଏଲୋନ ମସ୍କ ଧନୀ ହେବାର ରେକର୍ଡ ଭାଙ୍ଗିଲେ, ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ତୁଳନାରେ ୩୬.୩୨ ଲକ୍ଷ କୋଟି ଟଙ୍କାର ହେଲେ ମାଲିକ

ସୋମବାର ଦିନ, ଷ୍ଟାରଲିଙ୍କ୍, ସ୍ପେସଏକ୍ସ ଏବଂ ଟେସଲାର ମାଲିକ ଏଲୋନ ମସ୍କ ଇତିହାସର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ସମ୍ପତ୍ତି $600 ବିଲିୟନ ବା ₹54.49 ଲକ୍ଷ କୋଟି ଅତିକ୍ରମ କରିଛି। ଫୋବର୍ସ ଅନୁଯାୟୀ, ଡିସେମ୍ବର 15 ତାରିଖ ଅପରାହ୍ନ ସୁଦ୍ଧା ତାଙ୍କର ସମ୍ପତ୍ତି ପ୍ରାୟ $677 ବିଲିୟନ ବା ₹61.47 ଲକ୍ଷ କୋଟିରେ ପହଞ୍ଚିଛି। ବିଶ୍ୱରେ କେହି ଏତେ ଧନୀ ହୋଇନାହାଁନ୍ତି। ଏଲୋନ୍ ମସ୍କଙ୍କ ସମ୍ପତ୍ତିରେ ଏହି ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ମୁଖ୍ୟତଃ ତାଙ୍କର ବ୍ୟକ୍ତିଗତ ରକେଟ୍ […]

ଜାତୀୟ ଶିକ୍ଷା

UPPCS ପଲିଟେକ୍ନିକ୍ ଲେକଚର୍ ପଦବୀ ପାଇଁ ହୋଇଛି ନିଯୁକ୍ତି ଘୋଷଣା, ଦରମା ଶୁଣିଲେ ବୁଲାଇବ ମୁଣ୍ଡ

ଉତ୍ତର ପ୍ରଦେଶର ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ଉତ୍ତର ପ୍ରଦେଶ ଲୋକସେବା ଆୟୋଗ ପଲିଟେକ୍ନିକ୍ କଲେଜରେ 513ଟି ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଇଞ୍ଜିନିୟରିଂ ଠାରୁ ଅଣ-ଇଞ୍ଜିନିୟରିଂ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରର ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର 2 ତାରିଖରୁ ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀମାନେ UPPCS ର ସରକାରୀ ୱେବସାଇଟ୍ ପରିଦର୍ଶନ କରି ଅନଲାଇନରେ ଫର୍ମ ପୂରଣ କରିପାରିବେ। ସଂଶୋଧନ […]

ଅପରାଧ ଜାତୀୟ

ଫିଲ୍ମ ଷ୍ଟାଇଲ୍ ରେ ଚୋରି, ସେନ୍ସରରେ ଲଗାଇଲେ ରଙ୍ଗ ଆଉ ତା’…..

କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଏଟିଏମ୍ ଚୋରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଚୋର ଏଟିଏମ୍ ମେସିନକୁ ଉଠେଇ ନେଇଛନ୍ତି। ଚୋରି ସମୟରେ ଏଟିଏମ୍ ମେସିନ୍ ଭିତରେ ପ୍ରାୟ ଏକ ଲକ୍ଷ ଟଙ୍କା ଥିଲା। ଚୋରମାନେ ପହଞ୍ଚିବା ପରେ, ପ୍ରଥମେ ସିସି ଟିଭି କ୍ୟାମେରାର କନେକ୍ସନ କାଟିଦେଇଥଲେ, ତା’ପରେ ଆଲାର୍ମ ବାଜିବାରୁ ନିଜକୁ ବଞ୍ଚାଇବା ପାଇଁ ସେନ୍ସରରେ କଳା ରଙ୍ଗ ସ୍ପ୍ରେ କରିଦେଲେ, ଏବଂ ପରେ ସେମାନେ ଏଟିଏମ୍ ମେସିନକୁ ଠେଲା ଉପରେ ଲଦି ଫେରାର […]

ଜାତୀୟ

ପ୍ରିୟଙ୍କା ଗାନ୍ଧୀ ସଞ୍ଚାର ସାଥୀ ଆପ୍ କୁ ନେଇ କହିଲେ ସରକାର ଜାସୁସି କରିବାକୁ ଚାହୁଁଛନ୍ତି: ସରକାର କାଲି କହିଥିଲେ ସମସ୍ତ ମୋବାଇଲ୍ ରେ ଇନଷ୍ଟଲ ହେବ; ଆଜି କହିଲେ ଡିଲିଟ୍ କରିପାରିବେ

ସମସ୍ତ ମୋବାଇଲ୍ ଫୋନ୍‌ରେ ସାଇବର ସୁରକ୍ଷା ଆପ୍ “ସଞ୍ଚାର ସାଥୀ” କୁ ପ୍ରି-ଇନଷ୍ଟଲ କରିବା ପାଇଁ ଦୂରସଂଚାର ବିଭାଗ (DoT)ର ନିର୍ଦ୍ଦେଶ ପରେ ବିବାଦ ଉପୁଜିବା ପରେ କେନ୍ଦ୍ର ସରକାର ମଙ୍ଗଳବାର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଏହା ବାଧ୍ୟତାମୂଳକ ନୁହେଁ ଏବଂ ଉପଭୋକ୍ତାମାନେ ଚାହିଁଲେ ଏହାକୁ ଡିଲିଟ୍ କରିପାରିବେ। ଡିସେମ୍ବର ୧ ତାରିଖରେ କେନ୍ଦ୍ର ସରକାର ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକୁ ସରକାରଙ୍କ ସାଇବରସିକ୍ୟୁରିଟି ଆପ୍ ପୂର୍ବରୁ ସଂସ୍ଥାପିତ […]

ଓଡ଼ିଶା ଜାତୀୟ ରାଜ୍ୟ

ନେପାଳରେ କମାଲ ଦେଖାଇଲେ ଓଡିଆ ଝିଅ, ରାଜ୍ୟର ରଖିଲେ ମାନ

  ଜାତୀୟ ଗୈରବ ଲଳିତା …‘ସେପ୍ଟି ବୋଟ’ ପ୍ରକଳ୍ପରେ ଦେଶରେ ରହିଲା ଚିତ୍ରକୋଣ୍ଡାର ନାଆଁ…ଦର୍ଶକବନ୍ଧୁ କଥାରେ ଅଛି … ତୁଳସୀ ଦୁଇ ପତ୍ରରୁ ବାସେ …ସେମିତି ଯଦି ମନରେ କିଛି କରି ଦେଖାଇବାର ଇଚ୍ଛା ଥିବ … ତେବେ କେବେନା କେବେ ସେ ଇଚ୍ଚା ନିଶ୍ଚିତ ପୂରଣ ହେବ … ସେଇ ଭଳି ଏକ ଆମ ରାଜ୍ଯ ଓଡିଶା ପାଇଁ ଏକ ଅନନ୍ଯା ଉଦାହରଣ ସାଜିଛନ୍ତି ମାଲକାନଗିରିର ଝିଅ ଲଳିତା ଖିଲ… ଆମେ କହୁଛୁ ମାଲକାନଗିରି ଜିଲ୍ଲା […]

ଅନ୍ତର୍ଜାତୀୟ ଅପରାଧ ଜାତୀୟ

କପିଲ ଶର୍ମାଙ୍କ କାଫେରେ ଗୁଳି ଚଳାଇଥିବା ଷଡଯନ୍ତ୍ରକାରୀ ଗିରଫ

କାନାଡାରେ କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ ଘଟଣାରେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ବନ୍ଧୁ ମାନ ସିଂହଙ୍କୁ ଦିଲ୍ଲୀରୁ ଗିରଫ କରିଛି। କାନାଡାରୁ ଦିଲ୍ଲୀ ଫେରିବା ପରେ ବନ୍ଧୁ ମାନଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ସେଖୋନ୍ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ଢିଲୋନଙ୍କ ସହ ମଧ୍ୟ ଲିଙ୍କ୍ ରଖିଥିଲା। ପୋଲିସର କହିବା ଅନୁଯାୟୀ, ସେ ଗୋଲ୍ଡି ଢିଲୋନ୍ ଗ୍ୟାଙ୍ଗର ଜଣେ ପ୍ରମୁଖ ଅପରାଧୀ ଏବଂ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା […]

ଓଡ଼ିଶା ଜାତୀୟ

ସମ୍ବିଧାନ ଦିବସ ଉପଲକ୍ଷେ ଭାରତୀୟ ଡାକ ବିଭାଗ ଦ୍ଵାରା ଏକ ସ୍ବତନ୍ତ୍ର ରଦ୍ଦିକରଣ

ସମ୍ବିଧାନ ଦିବସ ଉପଲକ୍ଷେ ଭାରତୀୟ ଡାକ ବିଭାଗ ଦ୍ଵାରା ଏକ ସ୍ବତନ୍ତ୍ର ରଦ୍ଦିକରଣ ଭୁବନେଶ୍ୱର ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାଙ୍କୁ ସମ୍ବିଧାନ ଦିବସର ମହତ୍ତ୍ଵ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଡାକ ବିଭାଗର ଏହା ଏକ ଅଭିନବ ପଦକ୍ଷେପ । ବରିଷ୍ଠ ଡାକ ଟିକେଟ ସଂଗ୍ରହକାରୀ ଶ୍ରୀ ଅଜିତ କୁମାର ରାଉତ ଏହି ସ୍ବତନ୍ତ୍ର ରଦ୍ଦିକରଣ ର ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଡାକ ମଣ୍ଡଳର ସହକାରୀ […]

ଜାତୀୟ

ରାଜସ୍ଥାନରେ ହାଇୱେର କଡରେ ମିଳିବ ନାହିଁ ମଦ! ଚୁକ୍ତିନାମା ବାତିଲ କରିବାକୁ ସରକାରଙ୍କୁ ହାଇକୋର୍ଟ ର ନିର୍ଦ୍ଦେଶ

ରାଜସ୍ଥାନ ହାଇକୋର୍ଟ ରାଜ୍ୟର ଜାତୀୟ ଏବଂ ରାଜ୍ୟ ରାଜପଥରେ ଚାଲିଥିବା ମଦ ଦୋକାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂହ ଭାଟି ଏବଂ ବିଚାରପତି ସଞ୍ଜିତ ପୁରୋହିତଙ୍କ ଖଣ୍ଡପୀଠ କଠୋର ନିର୍ଦ୍ଦେଶ ଜାରି କରି ରାଜପଥର 500 ମିଟର ମଧ୍ୟରେ ଥିବା ସମସ୍ତ ମଦ ଦୋକାନକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହି 1,102ଟି ମଦ ଦୋକାନକୁ ହଟାଇବା କିମ୍ବା ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ମାସ […]

ବିଜେଡି ରାଜନୀତି ରାଜ୍ୟ

ଚାଷୀ, ମହିଳା ଓ ଯୁବ ବର୍ଗକୁ ଗୃହକୁ ଘେରିବ ବିରୋଧୀ

ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡିଛି । ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଖୋଦ୍‌ […]

ରାଜନୀତି ରାଜ୍ୟ ରାଜ୍ୟ ରାଜନୀତି

ଆଜିଠାରୁ ଶୀତକାଳିନ ଅଧିବେସନ ଆରମ୍ଭ, ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌାପଦୀ ମୁର୍ମୁ ଓଡିଶା ବିଧାନସଭାକୁ ସମ୍ବୋଧିତ କରିବେ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳିନ ଅଧିବେସନ । ଏହି ଅଧିବେସନ ଆଜି ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିବସରେ ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌାପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିବେ । ଏହା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଐତିହାସିକ ମୁହୁର୍ତ । ମହାମହିମ ରାଷ୍ଟ୍ରପତି ମହୋଦୟା ଏହି ବିଧାନସଭାରେ ସଦସ୍ୟା ଓ ମନ୍ତ୍ରୀ ମଧ୍ୟ ଥିଲେ । ଏହି […]

Suchana Tv @2025. All Rights Reserved || Developed By CBSPL