Wednesday, 20 May 2026
ଲାଇଫ ଷ୍ଟାଇଲ

ଶୀତ ଦିନେ ନିଶ୍ଚୟ ଖାଦ୍ୟରେ ସାମିଲ କରନ୍ତୁ ମେଥି ଶାଗ, ମିଳିବ ଅନେକ ରୋଗରୁ ଉପଶମ

ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ, ପ୍ରୋଟିନ୍‌, ଫାଇବର୍‌, ଭିଟାମିନ୍ ସି’, ନିୟାସିନ୍‌, ଆଇରନ୍‌, ଫଲିକ୍ ଏସିଡ୍‌, ମ୍ୟାଗ୍ନେସିୟମ, କପର୍ ପ୍ରଚୁର ପରିମାଣରେ ରହିଛି । ଏସବୁ ପୋଷକ ତତ୍ତ୍ୱ ଆମ […]

ଲାଇଫ ଷ୍ଟାଇଲ

ଶୀତଦିନେ ଚା’ ପିଇବାକୁ ଭଲ ପାଉଛନ୍ତି କି?, ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ପ୍ରାୟ ସମସ୍ତେ ଶୀତଦିନେ ଚା କିମ୍ବା କଫି ପିଇବାକୁ ଖୁବ୍ ପସନ୍ଦ କରନ୍ତି । ଅନେକ ଲୋକ ସକାଳୁ ଚାଆ ନ ପିଇଲେ ସେମାନଙ୍କ ଦିନ ଭଲରେ ଆରମ୍ଭ ହୁଏ ନାହିଁ । ଭାରତରେ ପ୍ରିୟ ପାନୀୟ ତାଲିକାରେ ଚା’ ବର୍ତ୍ତମାନ ସର୍ବାଗ୍ରେ । ବର୍ତ୍ତମାନ ଶୀତର ପ୍ରକୋପରେ ଘୋଡ଼ାଇ ହୋଇଛି ସାରା ଓଡ଼ିଶା । ଶୀତ ଋତୁରେ ଘରେ ବସି ଏକ କପ୍ ଗରମ  ଚା ପିଇବା ସହ ପରିବାର ସହିତ ସମୟ ବିତାଇବାର ମଜା ହିଁ […]

ମନରଞ୍ଜନ

ଯାଯପୁରରେ ପହଞ୍ଚିଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲିବା ସହ ଫ୍ୟାନ୍ସଙ୍କୁ ଭେଟିଲେ

ହଠାତ ଓଡ଼ିଶାରେ ପହଞ୍ଚିଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ । କିଛି ସୂଚନା ନଥାଇ ଯାଜପୁର ଜିଲ୍ଲାର ଗଡ଼ମଧୁପୁର ରାଜବାଟିରେ ପହଞ୍ଚିଥିଲେ ଅରିଜିତ ସିଂ। ରାଜବାଟି ପରିସର ବୁଲିବା ସହ ଫ୍ୟାନ୍ସଙ୍କୁ ଭେଟିଲେ । ଏହି ସମୟରେ ସାଦା ପୋଷାକରେ ନଜର ଆସିଥିଲେ ଅରିଜିତ୍ ସିଂ । ଅରିଜିତଙ୍କୁ ପାଖରେ ପାଇ ଘେରି ଯାଇଥିଲେ ଫ୍ୟାନ୍ସ । କିଏ ସେଲ୍ଫି ନେଉଥାଏ ତ କିଏ ଭିଡିଓ କରୁଥାଏ । ନିଜ ମନ ପସନ୍ଦର ଗାୟକଙ୍କୁ ହଠାତ ପାଖରେ […]

ମୁଖ୍ୟ ଖବର ରାଜ୍ୟ ଖବର

ସ୍ୱାମୀର ପରକିୟା ପ୍ରୀତି ସହିପାରିଲାନି ସ୍ତ୍ରୀ, ଥାନାର ଦ୍ୱାରସ୍ଥ ହୋଇ ମାଗୁଛି ନ୍ୟାୟ

ସ୍ୱାମୀଙ୍କ ପରକିୟା ପ୍ରୀତିରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ୨୭ ବର୍ଷୀୟ ବିବାହିତା ମହିଳା । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଅଡଙ୍ଗ ପନ୍ତେଇ ଗାଁର ମମତା ରାଣୀ ମାଝି ଶ୍ବଶୁର ଘର ଲୋକଙ୍କ ନିର୍ଯାତନାର ଶିକାର ହୋଇ ଭୋଗରାଇ ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଦୌଡୁଥିବା କହିଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଗଡସାହି ବାଲିଆପାଳ ଗାଁର ବରେନ୍ଦ୍ର […]

ରାଜ୍ୟ ଖବର

ସମୁଦ୍ର କଙ୍କଡା ଦେଇଛି ରୋଜଗାର, ବିଦେଶକୁ ରପ୍ତାନି ହେଉଛି ସିଝା କଙ୍କଡା

ସି ଫୁଡ଼ ବା ସାମୁଦ୍ରିକ ଖାଦ୍ଯ କୁ କିଏ ବା ଭଲ ନ ପାଏ । ସାମୁଦ୍ରିକ ଖାଦ୍ଯ ବା ସି ଫୁଡ଼ ମଧ୍ୟରେ ଲୋକମାନେ ସମୁଦ୍ର ମାଛ,କଙ୍କଡା,ଚିଙ୍ଗୁଡିକୁ ବୁଝିଥାନ୍ତି । ଆଉ ଏହି ସବୁ ଖାଦ୍ଯ ବଡ ବଡ ତାରକା ହୋଟେଲ ମାନଙ୍କରେ ବେଶ ଦାମିକା ଖାଦ୍ଯ ଭାବରେ ପରଷା ଯାଇଥାଏ ଦାମୀ ଗ୍ରାହକ ମାନଙ୍କୁ । ଏହି ଖାଦ୍ଯ ମଧ୍ୟରେ ସମୁଦ୍ର କଙ୍କଡା ହେଉଛି ଆମିଷ ପ୍ରେମୀ ମାନଙ୍କର ଏକ ଆକର୍ଷଣର ଖାଦ୍ଯ । […]

କଟକ ରାଜ୍ୟ ଖବର

ଗାଁରେ ଦେଖିବାକୁ ମିଳୁଛି ଶଗଡ ଗାଡି, ଏବେ ବି ବଞ୍ଚି ରହିଛି ପୁରୁଣା ପରମ୍ପରା

ସେତେବେଳର ମାଗୁଣି ଆଉ ନାହାନ୍ତି ସତ କିନ୍ତୁ ମାଗୁଣିର ହଳ ଶଗଡ ବଳଦ ଏବେ ବି ରହିଛି । ସମୟର ପଥ ଗଡ଼ି ଚାଲିଛି, ତା ଭିତରେ କିଛି ସ୍ଥାନରେ ଆଜି ବି ଲୋକେ ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି । ଶଗଡ଼ ସହ ଲଙ୍ଗଳ ଧରି ଚାଷ କରୁଛନ୍ତି ଚାଷୀ । ଧାନ କଟା ହେବା ପରେ ଶଗଡ଼ରେ ଧାନ ବୋହି ନେଉଛନ୍ତି ଘରକୁ । ଏହା ସହ ଆଧୁନିକ ଯନ୍ତ୍ରପାତିକୁ ମଧ୍ୟ ଟକ୍କର ଦେଉଛି […]

ମୁଖ୍ୟ ଖବର

ନୂଆ ରେକର୍ଡ ହାସଲ କଲା ଅମୁର୍ ଫାଲକନ୍, ୫ ଦିନରେ କଲା ୫ ହଜାର କିମି ଯାତ୍ରା

ନୂଆ ରେକର୍ଡ ହାସଲ କଲା ବିଶ୍ୱର ସବୁଠାରୁ ଆଶ୍ଚର୍ଯ୍ୟଜନକ ପକ୍ଷୀ ଅମୁର୍ ଫାଲକନ୍ । ଆକାରରେ ଛୋଟ, କିନ୍ତୁ କାମରେ ବଡ଼ । ମାତ୍ର ୫ ଦିନରେ ୫ ହଜାର କିଲୋମିଟର ଯାତ୍ରା । ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆପଣ ଦେଖୁଥିବା ଏ କୁନି ପକ୍ଷୀ ମାତ୍ର କିଛି ଦିନରେ ୫ରୁ ୬ ହଜାର କିଲୋମିଟର ଯାତ୍ରା କରି ଜିମ୍ବାୱେ ଓ କେନ୍ୟାରେ ପହଞ୍ଚି ରେକର୍ଡ ସ୍ରୁଷ୍ଟି କରିଛି । ଭାରତର ମଣିପୁରରୁ […]

ଲାଇଫ ଷ୍ଟାଇଲ

ଶୀତ ଋତୁରେ ଖାଆନ୍ତୁ ଗ୍ରୀନ୍ ମିଟର, ମିଳିବ ଏହି ସବୁ ଫାଇଦା

ଶୀତ ଋତୁରେ ଅନେକ ପ୍ରକାରର ପନିପରିବା ମିଳେ, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ବର୍ତ୍ତମାନ୍ ପରିବା ବଜାରରେ ଏବେ ସ୍ପ୍ରୀଙ୍ଗ୍ ଓନିୟନ୍ , ତଟକା ଫୁଲକୋବି , ଦେଶୀ ବିନ୍ସ , ବନ୍ଧାକୋବି , ବ୍ରୋକୋଲି ଆଦି ନାନା ‘ୱିଣ୍ଟର୍ ଭେଜିଟେବଲ’ ମିଳୁଛି । ଏଥିମଧ୍ୟରୁ ଗ୍ରୀନ୍ ମଟର ଅଧିକ ଚାହିଦା ରହିଛି । ଗ୍ରୀନ୍ ମଟରର ତରକାରୀ , ପରଟା ଖାଇବା ପାଇଁ ପିଲାଙ୍କ ଭିତରେ ମଧ୍ୟ ଆଗ୍ରହ ବଢୁଛି […]

ବରଗଡ଼ ରାଜ୍ୟ ଖବର

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ

ଜମୁଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।  ଚତୁର୍ଥ ଦିବସରେ ମହାରାଜ କଂସଙ୍କ ଦ୍ଵାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଛନ୍ତି ।  ଗୋପୁରରେ ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଗୋପପୁର ସାଜିଥିବା ଅମ୍ବାପାଲି ଦ୍ବାପର ଯୁଗର ଭ୍ରମ ସୃଷ୍ଟି କରିଛି ।  ଶ୍ରୀକୃଷ୍ଣଙ୍କ ଲୀଳାରେ ଉତ୍ସବ ମୁଖରିତ ଗୋପପୁର । ଗୋପ ବାଳକଙ୍କ ସହ ବୁଲୁଛନ୍ତି କୃଷ୍ଣ ବଳରାମ ।  ଏହା ଭିତରେ କଂସ ପ୍ରେରିତ […]

ରାଜ୍ୟ ଖବର

ରେକର୍ଡ ଭାଙ୍ଗିଲା ଅଣ୍ଡା ଦର

ଏହି ଶୀତ ୠତୁରେ, ଅଣ୍ଡା ମୂଲ୍ୟ ରେକର୍ଡ ଭାଙ୍ଗିବାରେ ଲାଗିଛି। ଖୁଚୁରା ଅଣ୍ଡା ₹8 ରୁ କମ୍ ମୂଲ୍ୟରେ ବିକ୍ରି ହେଉଛି। କୁକୁଡ଼ା ବିଶେଷଜ୍ଞଙ୍କ ଅନୁଯାୟୀ, କମ୍ ଉତ୍ପାଦନ ଏବଂ ବର୍ଦ୍ଧିତ ଚାହିଦା ଯୋଗୁଁ ମୂଲ୍ୟ 25 ରୁ 50 ପ୍ରତିଶତ ବୃଦ୍ଧି ପାଇଛି। ଜାନୁଆରୀରେ ଅଣ୍ଡା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଦିଲ୍ଲୀ, ମୁମ୍ବାଇ, ପୁଣେ, ସୁରତ, ଲକ୍ଷ୍ନୌ, ବାରାଣସୀ, ପାଟନା ଏବଂ ରାଞ୍ଚି ଭଳି ଅନେକ ପ୍ରମୁଖ ସହରରେ ଏହି ଶୀତରେ ଅଣ୍ଡା ଦର […]

Suchana Tv @2025. All Rights Reserved || Developed By CBSPL