Thursday, 21 May 2026
ଭୁବନେଶ୍ୱର ରାଜ୍ୟ

ଭୁବନେଶ୍ବର ରାସ୍ତା ହେବ ଆକ୍ସିଡେଣ୍ଟ ଫ୍ରି

କମିବ ଦୁର୍ଘଟଣା । ଆଉ ଯିବନି ନିରୀହ ଜୀବନ । ଭୁବନେଶ୍ବର ରାସ୍ତା ହେବ ଆକ୍ସିଡେଣ୍ଟ ଫ୍ରି । ରାସ୍ତାରେ କିପରି ଦୁର୍ଘଟଣା କମିବ, ଯାତ୍ରୀଙ୍କ ସୁରକ୍ଷା ବଢିବ, ଏଥିପାଇଁ ଭୁବନେଶ୍ବରରେ ଆୟୋଜିତ ହେବ ୪ ଦିନିଆ ଭାରତୀୟ ରୋଡ କଂଗ୍ରେସ। ୧୦ ବର୍ଷ ପରେ ଓଡ଼ିଶାକୁ ଫେରୁଛି ଇଣ୍ଡିଆନ ରୋଡ କଂଗ୍ରେସ । ଏହି ୪ ଦିନିଆ ଆଇଆରସି ପାଇଁ ସଜେଇ ହେଉଛି ଜନତା ମଇଦାନ। ୬ ତାରିଖରେ ପ୍ରଦର୍ଶନୀ ହେବ ୭ ତାରିଖରୁ ୧୦ […]

ଜାତୀୟ

ମାଲବାହୀ ଟ୍ରେନ ଉପରକୁ ମାଡ଼ିଗଲା ଯାତ୍ରୀବାହୀ ଟ୍ରେନ

ଛତିଶଗଡ଼ର ବିଳାସପୁରରେ ଏକ କୋର୍ବା ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ଧକ୍କା ହୋଇଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତଥାପି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪ଟାରେ ଏହି ଘଟଣା ଘଟିଛି। ରେଳ […]

ଅପରାଧ ଜାତୀୟ

ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନା ଏକ୍ସାଇଜ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଛି। ଜଣେ ସ୍ନାତକୋତ୍ତର ଡାକ୍ତରଙ୍କ ଭଡା ଘରେ ଚଢାଉ କରିବା ଦ୍ୱାରା ଡ୍ରଗ୍ସ ଚାଲାଣ ନେଟୱାର୍କର ମୁଖ୍ୟ ଆଧାର ଠାବ ହୋଇଛି। ଏହି ମାମଲାରେ, STFର B ଟିମ୍ ହାଇଦ୍ରାବାଦର ମୁଶୀରାବାଦର ବାସିନ୍ଦା ଜନ୍ ପଲଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ, STF ପ୍ରାୟ ₹3 ଲକ୍ଷ ମୂଲ୍ୟର ଛଅ ପ୍ରକାରର ଉଚ୍ଚମାନର ଔଷଧ ଜବତ କରିଥିଲା। STF […]

ଓଡ଼ିଶା

୩ ଲକ୍ଷରୁ ଅଧିକ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୧/୦୮: ଓଡ଼ିଶା ସରକାର ୪୫ ହଜାର ପ୍ରାଥମିକ ସ୍କୁଲରେ ପଢ଼ୁଥିବା ୩ ଲକ୍ଷରୁ ଅଧିକ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରୁଛନ୍ତି । ଛାତ୍ରଛାତ୍ରୀମାନେ ୟୁନିଫର୍ମ ପାଇଁ ୧୦୦୦ ଟଙ୍କା ପାଇବେ । ଯାହା ଦ୍ୱାରା ସେମାନେ ସ୍କୁଲ ଯିବାକୁ ପ୍ରୋତ୍ସାହନ ମିଳିବ। ସେହିପରି ଆଗାମୀ ଦିନରେ ସେମାନେ ‘ଜାଦୁଇ ପିଟାରା’ (NCERT ଦ୍ୱାରା) ମଧ୍ୟ ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କହିରଖୁ କି, ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ […]

ଓଡ଼ିଶା

ପୁଣି କ୍ୟାମ୍ପସ୍ ଅଶାନ୍ତ: କଲେଜ ନିର୍ବାଚନ ବନ୍ଦ ପାଇଁ ସରକାରଙ୍କ ଉପରେ ଅଜଣା ଚାପ!

କ୍ୟାମ୍ପସରେ ହିଂସା ଏବଂ କୋଭିଡ୍ -୧୯ ମହାମାରୀ ସମେତ ବିଭିନ୍ନ କାରଣ ଯୋଗୁ ପୂର୍ବ ବିଜେଡି ସରକାର ୨୦୧୮ ମସିହାରୁ କଲେଜ ନିର୍ବାଚନ ବନ୍ଦ କରି ଦେଇଥିଲେ। ବିଜେପି ସରକାର  ୨୦୨୪ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସାତ ବର୍ଷର ବ୍ୟବଧାନ ପରେ, ଓଡ଼ିଶା ସରକାର ଚଳିତ ବର୍ଷ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘର ନିର୍ବାଚନ କରିବାକୁ ଯୋଜନା କରାଯାଉଛି ‌ବୋଲି ମୁଖ୍ୟମନ୍ତ୍ରୀ […]

ଅନ୍ତର୍ଜାତୀୟ ଜାତୀୟ

ଚୀନ୍‌ର ସାମ୍ନା କରିବାକୁ ହେଲେ ଆମେରିକାକୁ ଭାରତର ସମର୍ଥନ ଜରୁରୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୨୫% ମୂଳ ଶୁଳ୍କ ଏବଂ ରୁଷରୁ ଅଶୋଧିତ ତୈଳ କ୍ରୟ ନେଇ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହି ଭାରୀ ଶୁଳ୍କ ପାଇଁ ଏବେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଆମେରିକା ଏବେ ପାକିସ୍ତାନ ସହ ନିଜ ସମ୍ପର୍କ ମଜବୁତ କରିବାରେ ଲାଗିପଡ଼ିଛି। ଏମଧ୍ୟରେ ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି […]

ଓଡ଼ିଶା କଟକ ଜାତୀୟ

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଆଜି ରିମାଣ୍ଡରେ ଆସିବେ ରାମ୍‌ଜୀ

ସ୍ଵତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଆଜି ରିମାଣ୍ଡରେ ଆସିବେ। ଚୌଦ୍ଵାର ଜେଲ୍‌ରୁ ବଲ୍‌ରୁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ। ଏବେ ବି ଓଟିଇଟି ତଦନ୍ତ ପ୍ରକ୍ରିୟା ଜାରି ରହିଛି। କ୍ରାଇମବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ସାଢେ ତିନି ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା। ରାମ୍‌ଜୀ ଏବଂ ସନାତନଙ୍କୁ ରିମାଣ୍ଡରେ ଆଣିବାକୁ କଟକ ଜେଏମଏଫସି-୩ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ବାଦାମବାଡ଼ି ଅଞ୍ଚଳର ଜଣେ […]

ଓଡ଼ିଶା ଜାତୀୟ ବିଧାନସଭା ସମାଚାର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ

ଆରମ୍ଭ ହେବ ବିଧାନସଭାବ ଅଧିବେଶନ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶାନ । ସେପ୍ଟେମ୍ବର ୧୮ ରୁ ଆରମ୍ଭ ହୋଇ ୨୫ ତାରିଖ ଯାଏ ଚାଲିବ ବିଧାନସଭା ଅଧିବେଶନ।

ଓଡ଼ିଶା ଗଜପତି ଗଞ୍ଜାମ ନୟାଗଡ଼

ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ -ଚାଷୀ ମାନଙ୍କୁ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ, ସବୁ କ୍ଷତିଗ୍ରସ୍ତଙ୍କୁ ନିଶ୍ଚୟ ମିଳିବ ସହାୟତା

ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ -ଚାଷୀ ମାନଙ୍କୁ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ, ସବୁ କ୍ଷତିଗ୍ରସ୍ତଙ୍କୁ ନିଶ୍ଚୟ ମିଳିବ ସହାୟତା -ବୀମା ଭୁକ୍ତ ଚାଷୀ ମାନଙ୍କୁ କ୍ଷତି ସଂପର୍କରେ ସୂଚନା ଦେବା ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର 29.12.2024 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ, ଗଜପତି ଓ ଗଞ୍ଜାମ […]

ଓଡ଼ିଶା

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ ଉତ୍ପାଦକ, ନିବେଶକ, ସରକାର ଏକାଠି ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ ଉତ୍ପାଦକ, ନିବେଶକ, ସରକାର ଏକାଠି ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଭୁବନେଶ୍ୱର, ଡ଼ିସେମ୍ବର 24 (ଦୁନିଆ ବ୍ୟୁରୋ) ଗ୍ରିଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା l ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି l ଏହା ରାଜ୍ୟର […]

Suchana Tv @2025. All Rights Reserved || Developed By CBSPL