ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଚାର
- December 19, 2024
- 0 Comments
ମହାତ୍ମା ଗାନ୍ଧୀ ଏନଆରଇଜିଏସ ହିତାଧିକାରୀ, ନାଗରିକ ସମାଜ ସଂଗଠନର ପ୍ରତିନିଧି,କ୍ଷେତ୍ର କର୍ମକର୍ତ୍ତା ଏବଂ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ମନରେଗା ଯୋଜନାକୁ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଶ ଅଧିବେଶନ ଆୟୋଜନ ଶ୍ରୀ ଶିବରାଜ ସିଂ ଚୌହାନ ଗରିବ ହିତାଧିକାରୀଙ୍କ ପାଇଁ ମନରେଗା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବା ସହ ମନରେଗା ପାଇଁ କେନ୍ଦ୍ରୀୟ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କଲେ ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ
- December 19, 2024
- 0 Comments
ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କ କଥା ଦୋହରାଇଲେ ଉଭୟ ନେତା ଦ୍ବିପାକ୍ଷିକ ସହଯୋଗିତାକୁ ଆହୁରୁ ସୁଦୃଢ କରିବା ଉପରେ ଉଭୟ ନେତାଙ୍କ ଆଲୋଚନା ପୋଷ୍ଟ କରାଯିବା ଦିନାଙ୍କ: ୧୮ ଡିସେମ୍ବର ୨୦୨୪, ପିଆଇବି ଭୁବନେଶ୍ବର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ । ଉଭୟ ନେତା ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କକୁ […]
‘ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ’ର ୨୦ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ
- December 19, 2024
- 0 Comments
ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ’ର ୨୦ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ଜାତି କି ଧର୍ମ ନୁହେଁ, ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟାରେ ‘ବିକଶିତ ଭାରତ’ର ସ୍ୱପ୍ନ ହେବ ସାକାର – ଧର୍ମେନ୍ଦ୍ର ପ୍ରଧାନ ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ଅଧିକାର ଦେଇଛି ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ ଗଠନ କରାଯାଇଥିଲା ଆମ ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ […]
ମହାକୁମ୍ଭ ମେଳା ଅବସରରେ ରେଳବାଇରେ ମାଗଣା ଯାତ୍ରା ସମ୍ବନ୍ଧରେ ସ୍ପଷ୍ଟିକରଣ
- December 19, 2024
- 0 Comments
ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି । ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ବିନା ଟିକେଟରେ ରେଳପଥରେ ଯାତ୍ରା କରିବା ଦଣ୍ଡନୀୟ ଅପରାଧ ବୋଲି ରେଳବାଇ ସୂଚାଇ ଦେଇଛି । ମହାକୁମ୍ଭ ମେଳା କିମ୍ବା ଅନ୍ୟ କୌଣସି ପର୍ବରେ ରେଳପଥରେ ମାଗଣା ଯାତ୍ରା କରିବା ଲାଗି କୌଣସି ବ୍ୟବସ୍ଥା […]
ପୋଲାଭରମ ପ୍ରସଙ୍ଗ ମାଲକାନଗିରି ଜିଲ୍ଲାର ସ୍ବାର୍ଥରକ୍ଷା ପାଇଁ ବିଜେଡି ସ୍ବରକୁ ଶାଣିତ କରିବ
- December 19, 2024
- 0 Comments
ପୋଲାଭରମ ପ୍ରସଙ୍ଗ ମାଲକାନଗିରି ଜିଲ୍ଲାର ସ୍ବାର୍ଥରକ୍ଷା ପାଇଁ ବିଜେଡି ସ୍ବରକୁ ଶାଣିତ କରିବ > ବିଜେଡି ପ୍ରତିନିଧୂମଣ୍ଡଳୀ ନବୀନଙ୍କୁ ଭେଟି ଦିଲ୍ଲୀ ଗସ୍ତ ବିଷୟରେ ଅବଗତ କଲେ > କେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ପରେ ବିଜେଡିର ପଦକ୍ଷେପ > ଏକତରଫା ଭାବେ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ଯୋଗୁ ମାଲକାନଗିରି ଜିଲ୍ଲା ପ୍ରତି ବିପଦ ବଢ଼ିଛି ଭୁବନେଶ୍ୱର, ୧୪/୧୨/୨୦୨୪: ପୋଲାଭରମ ପ୍ରକଳ୍ପକୁ ନେଇ ବିଜୁ ଜନତା ଦଳର ଯେଉଁ ପ୍ରତିନିଧ ମଣ୍ଡଳୀ ଦିଲ୍ଲୀ ଯାଇ ବିଭିନ୍ନ କେନ୍ଦ୍ର ଅଧିକାରୀଙ୍କୁ […]
କେନ୍ଦୁଝର ରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ (ଓଡ଼ିଶା ଶାଖା) ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ୧୭ ଡିସେମ୍ବର ୨୦୨୪
- December 19, 2024
- 0 Comments
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ ସାନ୍ତାଳୀ ଭାଷା ତଥା ଅଲ୍ଚିକି ଲିପିରେ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ସାନ୍ତାଳୀ ଲେଖକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି ଭୁବନେଶ୍ୱର 1୭.12.2024 KG […]
ରାଜ୍ୟରେ ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଏବଂ ସିଇଇଡବ୍ଲ୍ୟୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
- December 18, 2024
- 0 Comments
ଭୁବନେଶ୍ୱର ତା-୧୭.୧୨.୨୦୨୪ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍ଲ୍ୟୁ) ସହ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ପତ୍ର ‘ଗ୍ରୀନ୍ ଓଡ଼ିଶା ଇନିସିଏଟିଭ୍’ ମାଧ୍ୟମରେ ଓଡ଼ିଶାର ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ତଥା […]










