Thursday, 21 May 2026
ଗଞ୍ଜାମ ଜ଼ିଲ୍ଲା

୧୯୧୭ ଜଣ ପ୍ରବାସୀ ଓଡିଆଙ୍କୁ ରାଶନ କାର୍ଡ ବଣ୍ଟନ ମନ୍ତ୍ରୀ

ପୋଲସରା, ଡ଼ିସେମ୍ବର 16 (ନାରାୟଣ ସାହୁ) ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୧୯୧୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନୂତନ ରାଶନ କାର୍ଡ ଡିସେମ୍ବର ୧୦ ତାରିଖ ଦିନ ବଣ୍ଟନ କରାଯାଇଛି। ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲସରା ବ୍ଲକ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ […]

ଜ଼ିଲ୍ଲା ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର

ଓଡ଼ିଶା ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଦ୍ଵାରା ଉଦ୍ଘାଟିତ…

ଓଡ଼ିଶା ଡାଟା, ପଲିସି ଏବଂ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଦ୍ଵାରା ଉଦ୍ଘାଟିତ. ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କଲେ ପ୍ରଫେସର କ୍ରେମର ଭୁବନେଶ୍ଵର, ଡ଼ିସେମ୍ବର 14– ଓଡ଼ିଶା କମ୍ପୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର (ଡିପିଆଇସି)ର ନୂତନ କାର୍ଯ୍ୟାଳୟ ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ କରକମଳରେ ଉଦ୍ଘାଟିତ […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ସାଇବର ଠକେଇ: ଦହିବରା ବିକାଳି କୁ ମହଙ୍ଗା ପଡିଲା ଗୁଗୁଲ ସର୍ଚ୍ଚ!

ସାଇବର ଠକେଇ: ଦହିବରା ବିକାଳି କୁ ମହଙ୍ଗା ପଡିଲା ଗୁଗୁଲ ସର୍ଚ୍ଚ! ରେଙ୍ଗାଲି, ଡ଼ିସେମ୍ବର 15 (ଡ଼ଃ ନିବେଦିତା ନାଥ) ଅନ୍ ଲାଇନ୍ ମାର୍କେଟିଂ ର ଭୁତ ସମସ୍ତଙ୍କୁ ଧରିଛି। ଏହାର ସୁଯୋଗ ରେ ସାଇବର ଠକ ବି ଫାଇଦା ଉଠାଇ ଗ୍ରାହକଙ୍କ ଠାରୁ ଟଙ୍କା ଠକି ନେଇଯାଉଛନ୍ତି। ଠକେଇ ର ଶିକାର ଗ୍ରାହକ କାନମୁଣ୍ଡ ଆଉଁଶି ହତାସ୍ ହୋଇ ପୁଲିସ ର ଦ୍ବାରସ୍ତ ହେଉଛନ୍ତି। ଏଭଲି ସାଇବର ଠକେଇ ର ଶିକାର ହୋଇଛନ୍ତି ସମ୍ବଲପୁର ଜିଲ୍ଲାର […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ବନବିଭାଗ ର ବନୀକରଣ ଅସଲ ଚିତ୍ର: ବୃକ୍ଷ ଚାରାରୋପଣ କରି ବନବିଭାଗ ବିନ୍ଦାସ୍: କେତେ ଚାରା ବଞ୍ଚିଲା କେତେ ମଲା ହିସାବ ନାହିଁ..

ବନବିଭାଗ ର ବନୀକରଣ ଅସଲ ଚିତ୍ର: ବୃକ୍ଷ ଚାରାରୋପଣ କରି ବନବିଭାଗ ବିନ୍ଦାସ୍: କେତେ ଚାରା ବଞ୍ଚିଲା କେତେ ମଲା ହିସାବ ନାହିଁ.. ରେଙ୍ଗାଲି, ଡ଼ିସେମ୍ବର 14 (ଡ଼ଃ ନିବେଦିତା ନାଥ ) ସରକାର ପରିବେଶ ସୁରକ୍ଷା ପାଇଁ ସ୍ବତନ୍ତ୍ର ଗୁରୁତ୍ବ ଦେଇ ନୂତନ ଜଙ୍ଗଲ ସୃଷ୍ଟି କରି ସବୁଜ ବଳୟ ପାଇଁ ବନୀକରଣ ଯୋଜନା କାର୍ଯ୍ଯକାରୀ କରାଯାଉଛି।ଏଥିପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ବୃକ୍ଷ ହିଁ ଜୀବନ ଏଭଲି ଅନେକ […]

ଜ଼ିଲ୍ଲା ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏଜି ଦ୍ୱିତୀୟ ମହଲାରେ ନିଆଁ l

ଭୁବନେଶ୍ୱର-ଆଜି ମାଧ୍ୟାନ୍ନରେ ଏଜି ଅଫିସର ଦ୍ୱିତୀୟ ମହଲାରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ସାଇରନ ବାଜି ଉଠିଥିଲା l ଯାହା ଫଳରେ ଭୁବନେଶ୍ୱର ଅଗ୍ନିଶମ ବିଭାଗର କର୍ମଚାରୀ ଓ ବେସାମରିକ ପ୍ରତିରକ୍ଷା ସଂଗଠନ ଓ ସେଣ୍ଟ ଜନ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା l ତତ୍କାଳ ଏଜି ଆମ୍ବୁଲାନ୍ସ ଡିଭିଜନର ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ଅଗ୍ନି ନିର୍ବାପକ ଯନ୍ତ୍ର ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ l ଦମକଳ ବାହିନୀ ସହ ରାଜ୍ୟ […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ବିପଦ ସଙ୍କୁଳ ଦଦରା କୋଠା ରେ ଚାଲିଛି ଜାମବାହାଲ ସ୍କୁଲ…

ବିପଦ ସଙ୍କୁଳ ଦଦରା କୋଠା ରେ ଚାଲିଛି ଜାମବାହାଲ ସ୍କୁଲ: -ଛାତ ରୁ ଖସୁଛି ସିମେଣ୍ଟ ଅତଡା: କୋଠରୀ ଭିତରୁ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର ତାରା: -୫ଶ୍ରେଣୀ ରେ ଜଣେ ଶିକ୍ଷକ ରେଙ୍ଗାଲି, ଡ଼ିସେମ୍ବର 14 (ଡ଼ଃ ନିବେଦିତା ନାଥ) ଶିକ୍ଷା କୁ ମୌଳିକ ଅଧିକା ପରିସରଭୁକ୍ତ କରାଯାଇ ବାଧ୍ଯତା ମୂଳକ ଶିକ୍ଷା ଆଇନ୍ ପ୍ରଣୟନ କରାଯିବା ସହିତ ଶିକ୍ଷାନୁଷ୍ଠାନ ଗୁଡିକର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ କଳାପଟା ଅଭିଯାନ,ସର୍ବ ଶିକ୍ଷା ଅଭିଯାନ,ମୋ ସ୍କୁଲ ଅଭିଯାନ ଆଦି […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ବିକାଶ ର କଚ୍ଛପ ଗତି… ୬ବର୍ଷ ହେଲା ଅଧାପନ୍ତରିଆ ରେ ପଡିଛି ୪ଥାକିଆ ରାସ୍ତା ଡ୍ରେନ୍ କାମ…

ବିକାଶ ର କଚ୍ଛପ ଗତି… ୬ବର୍ଷ ହେଲା ଅଧାପନ୍ତରିଆ ରେ ପଡିଛି ୪ଥାକିଆ ରାସ୍ତା ଡ୍ରେନ୍ କାମ : ଲୋକେ ହନ୍ତସନ୍ତ ରେଙ୍ଗାଲି, ଡ଼ିସେମ୍ବର 14 (ଡ଼ଃ ନିବେଦିତା ନାଥ) ରାଜ୍ୟ ସାରା ବିକାଶ ରେ ଡେଙ୍ଗୁରା ବାଜୁଛି । ବିଭିନ୍ନ ଉନ୍ନୟନ କାମ ପାଇଁ ଅଜସ୍ର ଟଙ୍କା ମଞ୍ଜୁର ହେଉଛି। ତେବେ ଇଚ୍ଛାଶକ୍ତିର ଓ ଆନ୍ତରିକତା ର ଅଭାବ ଯୋଗୁଁ ବ ଉନ୍ନୟନ ପ୍ରକଳ୍ପ ବର୍ଷାଧିକ କାଳ ହେଲା ଅଧାପନ୍ତରିଆ ରେ ପଡି ଜନସାଧାରଣ ଙ୍କ […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଦୂର ହେଉନି ହୀରାକୁଦ ବିସ୍ଥାପିତ ଙ୍କ ରାସ୍ତା ସମସ୍ୟା ଅଧାପନ୍ତରିଆ ରେ ପଡିଛି ଝାରମୁଣ୍ଡା-ରେଙ୍ଗାଲି ରାସ୍ତା….

ଦୂର ହେଉନି ହୀରାକୁଦ ବିସ୍ଥାପିତ ଙ୍କ ରାସ୍ତା ସମସ୍ୟା : ଅଧାପନ୍ତରିଆ ରେ ପଡିଛି ଝାରମୁଣ୍ଡା-ରେଙ୍ଗାଲି ରାସ୍ତା : ଜିଲ୍ଲାପ୍ରଶାସନ ର ଦ୍ବାରସ୍ତ ହେଲେ ଗ୍ରାମବାସୀ ରେଙ୍ଗାଲି,ଡ଼ିସେମ୍ବର 14 (ଡ଼ଃ ନିବେଦିତା ନାଥ) ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇ ପୁନର୍ବସତି ସ୍ଥାପନ କରି ରହୁ ଥିବା ରେଙ୍ଗାଲିବ୍ଲକ ର ଝାରମୁଣ୍ଡା, ବାବୁଚକୁଲି,ବାଉଁସେନ,ଥୁଣ୍ଟିକତରବଗା ଗ୍ରାମ ରୁ ରେଙ୍ଗାଲି କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ର ୫ଶହ ମିଟର ଜମି ଅଧିଗ୍ରହଣ ହେଉ ନଥିବାରୁ […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ସୂଚନା ଅଧିକାର ଆଇନ୍ ଗତି କୁଆଡେ? – ସୂଚନା ମାଗିଲେ ଦେଉନାହାନ୍ତି : ୨ବର୍ଷ ହେଲା କମିଶନ ରେ ଅପିଲ୍ ଶୁଣାଣୀ ହେଉନାହିଁ …

ରେଙ୍ଗାଲି, ଡ଼ିସେମ୍ବର 14 (ଡ଼ଃ ନିବେଦିତା ନାଥ) ପ୍ରଶାସନ ରେ ପାରଦର୍ଶିତା ଓ ସ୍ବଚ୍ଛତା ଆଣିବା ସହିତ ଜନସାଧାରଣ ଙ୍କୁ ତଥ୍ଯ ସୂଚନା ଯୋଗାଇବା ପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ସୂଚନା ଅଧିକାର ଆଇନ। ଏହି ଆଇନ୍ ରେ ତଥ୍ଯ ସୂଚନା ପାଇବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ଯ ରେ ସୂଚନା ଯୋଗାଇବାର ନିୟମ ରହିଛି।ନିର୍ଦ୍ଧାରିତ ସମୟସୀମାରେ ସୁଚନା ନଦେଲେ ଏପିଲେଟ୍ ଅଥରିଟୀ ଙ୍କ ଠାରେ ଆବେଦନକାରୀ ଅପିଲ୍ କରିବାର ର ମଧ୍ଯ ନିୟମ […]

ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଲ’ କମିଶନ ରେ ୩ବର୍ଷ ହେଲା ପଡିରହିଛି ମନ୍ଦିର ଟ୍ରଷ୍ଟ ବୋର୍ଡ ଅନୁମୋଦନ ଫାଇଲ୍

ଲ’ କମିଶନ ରେ ୩ବର୍ଷ ହେଲା ପଡିରହିଛି ମନ୍ଦିର ଟ୍ରଷ୍ଟ ବୋର୍ଡ ଅନୁମୋଦନ ଫାଇଲ୍: ମନ୍ଦିର ପରିଚାଳନା ରେ ସମସ୍ୟା ସୃଷ୍ଟି! ରେଙ୍ଗାଲି, ଡ଼ିସେମ୍ବର 14 ( ଡ଼ଃ ନିବେଦିତା ନାଥ ) ଦେବୋତ୍ତର କମିଶନର ଅଧିନ ରେ ଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ର ଲପଙ୍ଗା ଗ୍ରାମର ୪ଶହ ବର୍ଷ ପୁରାତନ ପ୍ରସିଦ୍ଧ ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ର ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ଦେବୋତ୍ତର କମିଶନର ୨୦୨୨ ମସିହା ଅପ୍ରେଲ […]

Suchana Tv @2025. All Rights Reserved || Developed By CBSPL