Thursday, 21 May 2026
ଅର୍ଥନୀତି ଜ଼ିଲ୍ଲା

କୃଷି ଇନପୁଟ୍‌ ସହିତ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟରେ

ସି.ଏସ୍.ସି. ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ଏବଂ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ମଧ୍ୟରେ ସହଭାଗିତା କୃଷି ଉତ୍ପାଦକତାକୁ ପ୍ରୋତ୍ସାହନ ଏବଂ ଗ୍ରାମୀଣ ବିକାଶକୁ ସହାୟତା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ସାର, ବିହନ ଏବଂ କୃଷି ରାସାୟନିକ ପଦାର୍ଥ ଉପଲବ୍ଧ ହେବା ଦ୍ୱାରା ୧୦,୦୦୦ ଏଫ.ପି.ଓ. ଉପକୃତ ହେବେ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଧୀନରେ ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ସମେତ ଅନ୍ୟ ଏଫପିଓଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କୃଷି ଇନପୁଟ୍‌ ଯୋଗାଣ ସୁନିଶ୍ଚିତ […]

ଅର୍ଥନୀତି ଜାତୀୟ ଭୁବନେଶ୍ୱର

ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୪ ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ଆମ ଯୁବଶକ୍ତିଙ୍କ ପ୍ରତିଭା ଓ ଚତୁରତା ଅସାଧାରଣ – ପ୍ରଧାନମନ୍ତ୍ରୀ

ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୪ ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ଆମ ଯୁବଶକ୍ତିଙ୍କ ପ୍ରତିଭା ଓ ଚତୁରତା ଅସାଧାରଣ – ପ୍ରଧାନମନ୍ତ୍ରୀ ଭାରତକୁ ଅଭିନବ, ପ୍ରଗତିଶୀଳ ଏବଂ ସମୃଦ୍ଧ ଦେଶରେ ପରିଣତ କରିବ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ଧର୍ମେନ୍ଦ୍ର ପ୍ରଧାନ ସକାଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡ ଫିନାଲେର ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସାରା ଦେଶର ଯୁବ ଉଦ୍ଭାବକମାନଙ୍କୁ ପ୍ରୋତ୍ସାହିତ ଓ ମାର୍ଗଦର୍ଶନ କରିଥିବାରୁ […]

ଜାତୀୟ

ପ୍ରଧାନମନ୍ତ୍ରୀ ଡିସେମ୍ବର ୧୩ରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ

ପ୍ରଧାନମନ୍ତ୍ରୀ ଡିସେମ୍ବର ୧୩ରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ମେଳା ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ କୁମ୍ଭ ‘ସହାୟକ’ ଚାଟ୍ ବଟ୍ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ପୋଷ୍ଟ କରାଯିବା ଦିନାଙ୍କ ୧୨ ଡିସେମ୍ବର ୨୦୨୪, ପିଆଇବି ଭୁବନେଶ୍ବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ […]

ଜାତୀୟ ଭୁବନେଶ୍ୱର

ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର

ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର   ‘‘ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି; ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚିଛି’’ ସ୍ମାର୍ଟ ସିଟି ମିଶନରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା; ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି ଟଙ୍କାର ଋଣ […]

ଅର୍ଥନୀତି ଜ଼ିଲ୍ଲା ଭୁବନେଶ୍ୱର

ନୂଆ ସରକାର ର ପ୍ରଥମ ଛ ମାସ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ(ଜୟନ୍ତି କୁମାରୀ ସାହୁ ଙ୍କ ରିପୋର୍ଟ )

ଭୁବନେଶ୍ୱର, ଡ଼ିସେମ୍ବର 12 ନୂଆ ସରକାର ର ପ୍ରଥମ ଛ ମାସ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ -୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହେବେ -ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଓ ଚାଷୀ ମାନଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ -ମଣ୍ଡିରେ ଚାଷୀମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଟଏଲେଟ୍‌ର ବ୍ୟବସ୍ଥା କରିବାକୁ ପରାମର୍ଶ -ଦଲାଲ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଆଜି ନୂଆ […]

କଟକ ଭୁବନେଶ୍ୱର

କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ(ଜୟନ୍ତୀ କୁମାରୀ ସାହୁ ଙ୍କ ରିପୋର୍ଟ )

ଭୁବନେଶ୍ୱର, ଡ଼ିସେମ୍ବର 12 କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ -ଏହି ଯାନ ଗୁଡିକ ହେଉଛି ନ୍ୟାୟ, ଶୃଙ୍ଖଳା, ଭୟମୁକ୍ତ ବାତାବରଣ ଓ ଅପରାଧମୁକ୍ତ ସମାଜର ପ୍ରତୀକ -ଆଗାମୀ ଦିନରେ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା -ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି […]

ଭୁବନେଶ୍ୱର

ଡିସେମ୍ୱର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ (ଜୟନ୍ତି କୁମାରୀ ସାହୁ ଙ୍କ ରିପୋର୍ଟ)

ଭୁବନେଶ୍ୱର, ଡ଼ିସେମ୍ବର ୧୨, ୨୦୨୪ ଆଗାମୀ ଡିସେମ୍ବର ୧୬ ତାରିଖ (ସୋମବାର)ରେ  ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଗତ ଅକ୍ଟୋବର ୨୮ ତାରିଖରେ  ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା  ନାହିଁ l ଏହି ସମସ୍ତ ଆବେଦନକାରୀ ସେମାନଙ୍କର […]

ସମ୍ବଲପୁର ସମ୍ବଲପୁର ସାପ୍ତାହିକ

୧୦ ଦଫା ଦାବିପୂରଣ ପାଇଁ ୭ଦିନ ମହଲତ ନେଲା ବିରାଜ୍ ଷ୍ଟିଲ୍ : – ରେଙ୍ଗାଲି ତହସିଲ ରେ ତ୍ରିପାକ୍ଷିକ ବୈଠକ (ଡ଼ଃ ନିବେଦିତା ନାଥ )

ରେଙ୍ଗାଲି, ସମ୍ବଲପୁର, ଡ଼ିସେମ୍ବର 13 ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଗୁରୁପାଲି ରେ ଥିବା ବିରାଜ୍ ଷ୍ଟିଲ୍ ଏଣ୍ଡ ଏନାର୍ଜି କାରଖାନା ଯୋଗୁଁ ଦେଖା ଦେଇଥିବା ପ୍ରଦୁଷଣ ସ୍ଥାନିୟ ନିଯୁକ୍ତି, ପାନିୟଜଳ ସମସ୍ୟା, ପାରିପାର୍ଶ୍ଵିକ ଉନ୍ନୟନ, ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଆଦି ଜନସମସ୍ୟା ର ପ୍ରତିକାର ଦାବୀ ରେ ଏସଟି ଏସସି ବିକାଶ କମିଟି ନେତୃତ୍ବ ରେ ଅଞ୍ଚଳବାସୀ ଜିଲ୍ଲାପାଳ ଙ୍କ ଠାରେ ଦାବୀ କରିଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଆଜି ରେଙ୍ଗାଲି ତହସିଲ ଅଫିସ […]

ଭୁବନେଶ୍ୱର

ବିଶ୍ବ ଆଧୁନିକ ଶିକ୍ଷିତ ସମାଜ ଆଡ଼କୁ ଗତି କରୁଥିବା ବେଳେ,ମାନବ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି।(ଜୟନ୍ତି କୁମାରୀ ସାହୁ ଙ୍କ ରିପୋର୍ଟ )

ଭୁବନେଶ୍ୱର, ଡ଼ିସେମ୍ବର ୧୨ ବିଶ୍ବ ଆଧୁନିକ ଶିକ୍ଷିତ ସମାଜ ଆଡ଼କୁ ଗତି କରୁଥିବା ବେଳେ,ମାନବ ଅଧିକାର ସୁରକ୍ଷା ସେତିକି କ୍ଷୁର୍ଣ୍ଣ ହେବାରେ ଲାଗିଛି।ଏଣୁ ଏ ଦିଗରେ ବିଭିନ୍ନ ଅନୁଷ୍ଠାନ ମାନେ ନିଶ୍ଵାର୍ଥ ସେବା ଯୋଗାଇଦେବା ଆବଶ୍ୟକ କର୍ପର୍ଟ ହାଉସ, ପୋଲିସ, ଅସାମାଜିକ ବ୍ୟକ୍ତି ଙ୍କ ଦ୍ଵାରା ବହୁ ସମୟରେ ନିରୀହ ନାଗରିକ ମାନେ ଶୋଷିତ, ନିର୍ଯ୍ୟାତିତ ହେଉଥିବା ବେଳେ ସରକାର, ସମ୍ବିଧାନ ତୁରନ୍ତ ନ୍ୟାୟ ଦେବା ବା ସମସ୍ୟାର ସମାଧାନ କରିବାରେ ଅହେତୁକ ବିଳମ୍ବ କରିବା ଯୋଗୁ […]

Suchana Tv @2025. All Rights Reserved || Developed By CBSPL