Thursday, 21 May 2026
ଅର୍ଥନୀତି ଜ଼ିଲ୍ଲା ସାପ୍ତାହିକ

ଜାତୀୟ ଶକ୍ତି ସରଂକ୍ଷଣ ଦିବସ -୨୦୨୪ ଅବସରରେ ଶକ୍ତି ସରଂକ୍ଷଣର ବାର୍ତ୍ତା ଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଜାତୀୟ ଶକ୍ତି ସରଂକ୍ଷଣ ଦିବସ -୨୦୨୪ ଅବସରରେ ଶକ୍ତି ସରଂକ୍ଷଣର ବାର୍ତ୍ତା ଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ ପାଖରୁ ରାଜ୍ୟସ୍ତରୀୟ ସଚେତନତା ଅଭିଯାନ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି

ଜ଼ିଲ୍ଲା ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ନିଯୁକ୍ତି ମେଳା ୮୫ ଜଣ ହୋମିଓପାଥିକ ଚିକିତ୍ସକ, ୨୩୯ ଜଣ ରେଡିଓଗ୍ରାଫର ଓ ୫୨ ଜଣ ଅଧ୍ୟାପକ ନିଯୁକ୍ତ ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି, କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରୁହନ୍ତୁ, ଦୁର୍ନୀତିକୁ ପ୍ରଶୟ ଦିଅନ୍ତୁ ନାହିଁ- ନବ ନିଯୁକ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଛଅ ମାସ ମଧ୍ୟରେ ଛଅ ଥର ନିଯୁକ୍ତି ମେଳା, ୨୦ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ଆସନ୍ତା ପାଞ୍ଚବର୍ଷରେ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ଓ […]

Press Release

ବାୟୋଟେକ୍ନୋଲଜି ବିଭାଗ ସହାୟତାରେ ଭାରତରେ ହିମୋଫିଲିଆ ଏ ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା

୧୦/୧୨/୨୦୨୪ ବାୟୋଟେକ୍ନୋଲଜି ବିଭାଗ ସହାୟତାରେ ଭାରତରେ ହିମୋଫିଲିଆ ଏ ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା     ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ ଏ  ର ଚିକିତ୍ସା କରାଯାଇଛି। ଗୋଟିଏ ଗବେଷଣା କେନ୍ଦ୍ରରେ ୫ ଜଣଙ୍କ ଶରୀରରେ ବର୍ଷେ ଧରି ହୋଇଥିବା ପରୀକ୍ଷାରେ ଦେଖା ଯାଇଛି ଯେ, କାହାରି ଶରୀରରୁ ରକ୍ତ ବାହାରି ନାହିଁ । ସେମାନଙ୍କ ଶରୀରରେ ଦୀର୍ଘ ସମୟ ଧରି ଫ୍ୟାକ୍ଟର ଅଷ୍ଟମ […]

ଓଡ଼ିଶା ଭୁବନେଶ୍ୱର

ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ୍ ଫାଇନାଲ୍ ଉଦଘାଟିତ ଆଇଆଇଟି ଭୁବନେଶ୍ୱରରେ ସଫ୍ଟୱେର୍ ସଂସ୍କରଣର ଆୟୋଜନ : ୧୮୦ ଜଣ ଅଂଶଗ୍ରହଣକାରୀଙ୍କ ସହିତ ୨୬ଟି ଟିମ୍ ୫ଟି ସମସ୍ୟା ବିବୃତ୍ତି ପାଇଁ ସମାଧାନ ଖୋଜିବା ନିମନ୍ତେ ତତ୍ପର

ଭୁବନେଶ୍ୱର, ୧୧ ଡିସେମ୍ବର ୨୦୨୪: ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ ଆଜି ଉଦଘାଟିତ ହୋଇଛି। ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର, ୫୧ଟି ଅନୁଷ୍ଠାନ ମଧ୍ୟରେ ଏକ ନୋଡାଲ୍ ଏଜେନ୍ସି ଭାବରେ ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହାକି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆନୁକୂଲ୍ୟରେ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ […]

ଜାତୀୟ ଜାତୀୟ ରାଜନୈତିକ ଦୃଶ୍ୟପଟ ରାଜନୀତି

ଇଣ୍ଡିଆ ଏଆଇ ମିଶନର ସାତଟିଖମ୍ବ ଉପରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱାରୋପ ଫ୍ୟୁଚର ସ୍କିଲସ ପ୍ଲାଟଫର୍ମ ଲାଗି ୮.୬ ଲକ୍ଷ ପ୍ରାର୍ଥୀଙ୍କ ନାମ ଲେଖା ଟାଏର ୨ ଓ ଟାଏର ୩ ସହରରେ ଏଆଇ ଲାବ, ୫ଜି ଲାବ, ଷ୍ଟାର୍ଟ ଅପ, ସେମିକଣ୍ଡକ୍ଟର ତାଲିମ ବ୍ୟବସ୍ଥା

ଲୋକସଭାରେ ଏଆଇ ପ୍ରଶାସନ ଓ ବିକାଶ ସମ୍ପର୍କରେ ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଆଇ ପ୍ରଯୁକ୍ତି ବିଦ୍ୟାର ସାର୍ବଜନୀକରଣ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସାତଟି ଖମ୍ବ ଉପରେ ପର୍ଯ୍ୟବସିତ ଇଣ୍ଡିଆ ଏଆଇ ମିଶନର ରୂପାନ୍ତରିତ ପ୍ରଭାବ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୮.୬ ଲକ୍ଷ ପ୍ରାର୍ଥୀ […]

ଜାତୀୟ ସାପ୍ତାହିକ

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ   ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ମିଥ୍ୟା ଖବର ମୁକାବିଲାରେ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ଆହ୍ୱାନ ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ଉପରେ ବିଚାର କରିବା ପାଇଁ […]

କ୍ରୀଡା ଭୁବନେଶ୍ୱର

କଳିଙ୍ଗ ଷ୍ଟାଡିୟମରେ ଡାଲମିଆଁ ଭାରତ ଗୋପିଚନ୍ଦ ବ୍ୟାଡମିନ୍ଟନ ହାଇ ପରଫରମାନସ ସେଣ୍ଟର୍ ଉଦଘାଟନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ଵଶର୍ମା ୧୨ ଡିସେମ୍ବର ୨୦୨

ବିଧାନସଭା ସମାଚାର

ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି

ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନିକଟ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବି ଜେ ପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମନ୍ତ୍ରୀ ମଣ୍ତଳ ର ସଦସ୍ୟ ଗଣ ଓ ବିଧାୟକ ବୃନ୍ଦ ଉପସ୍ଥିତ ଅଛନ୍ତି । ୯ ଡିସେମ୍ବର ୨୦୨୪

ଜାତୀୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରୟାଗରାଜରେ ପ୍ରାୟ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ମହାକୁମ୍ଭ ମେଳା ୨୦୨୫ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ କୁମ୍ଭ ସହାୟକ ଚାଟବଟର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ଆମ ଆସ୍ଥା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଦିବ୍ୟ ପର୍ବ: ପ୍ରଧାନମନ୍ତ୍ରୀ ପ୍ରୟାଗ ହେଉଛି ଏପରି ଏକ ସ୍ଥାନ ଯାହାର କୋଣ ଅନୁକୋଣରେ ପୁଣ୍ୟ କ୍ଷେତ୍ର ରହିଛି: ପ୍ରଧାନମନ୍ତ୍ରୀ କୁମ୍ଭ ହେଉଛି ମଣିଷର ଆଭ୍ୟନ୍ତରୀଣ ଚେତନାର ନାମ: ପ୍ରଧାନମନ୍ତ୍ରୀ ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି […]

ଓଡ଼ିଶା ଭୁବନେଶ୍ୱର

ସ୍ମାର୍ଟ ଇଣ୍ଡିଆ ହାକାଥନ୍ ର ଗ୍ରାଣ୍ଡ୍ ଫାଇନାଲ୍ ଉଦଯାପିତ

ଭୁବନେଶ୍ୱର, ୧୩ ଡିସେମ୍ବର ୨୦୨୪: ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ ଶେଷ ହୋଇଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ଏହି କାର୍ଯ୍ୟକ୍ରମ ପାଇଁ ନୋଡାଲ୍ ଏଜେନ୍ସି ଥିଲା ଏବଂ ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ (ଆଇଆଇଟିବିବିଏସ ଆରଇପି) ଏହି ୨ ଦିନିଆ ହାକାଥନ୍ (ସଫ୍ଟୱେର୍ ସଂସ୍କରଣ) ଆୟୋଜନ କରିଥିଲା, ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳ ମାନସିକତା ଏବଂ ସମସ୍ୟା ସମାଧାନ କ୍ଷମତାର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। […]

Suchana Tv @2025. All Rights Reserved || Developed By CBSPL