ତୃତୀୟ ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନା: ମିଳିତ ବିବୃତ୍ତି
ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନାର ତୃତୀୟ ବୈଠକ ୧୨ ଡିସେମ୍ବର ୨୦୨୪ ରେ ଗୁଜରାଟର ଗିଫ୍ଟ ସିଟିରେ ଆୟୋଜନ କରାଯାଇଥିଲା ଭାରତ ଏବଂ ବ୍ରିଟେନର ଅଂଶଗ୍ରହଣକାରୀମାନେ ପୁଞ୍ଜି ବଜାର, ବୀମା ଏବଂ ପେନସନ, ଫିନଟେକ୍, ସ୍ଥାୟୀ ଆର୍ଥିକ ଏବଂ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ସମେତ ସମ୍ପୃକ୍ତ ଆର୍ଥିକ ସେବା କ୍ଷେତ୍ରରେ ସଂସ୍କାର ଉପରେ ମତ ରଖିଥିଲେ ଆର୍ଥିକ ସେବାରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ବୃଦ୍ଧି ପାଇଁ […]










