ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ ଉତ୍ତରପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ: ପ୍ରଧାନମନ୍ତ୍ରୀ ଅଷ୍ଟଲକ୍ଷ୍ମୀ ମହୋତ୍ସବ ହେଉଛି ଉତ୍ତର-ପୂର୍ବର ଉଜ୍ଜ୍ୱଳ ଭବିଷ୍ୟତର ଉତ୍ସବ। ଏହା ବିକାଶର ଏକ ନୂତନ ସକାଳର ପର୍ବ,ଯାହା ଏକ ବିକଶିତ ଭାରତର ଅଭିଯାନକୁ ଆଗକୁ ବଢ଼ାଇବ: ପ୍ରଧାନମନ୍ତ୍ରୀ ଆମେ ଉତ୍ତର-ପୂର୍ବାଞ୍ଚଳକୁ ଭାବନା,ଅର୍ଥନୀତି ଏବଂ ପରିବେଶର ତ୍ରିମୂର୍ତ୍ତି ସହିତ ଯୋଡ଼ିଛୁ: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି […]










