‘ପୁଷ୍ପା-୨: ଦ ରୁଲ୍’ର ଆଡଭାନ୍ସ ବୁକିଂ ପାଇଁ ସ୍ଥିର ହୋଇଛି ଏହି ତାରିଖ
‘ପୁଷ୍ପା ୨ର ଆଡଭାନ୍ସ ବୁକିଂ ନଭେମ୍ବର ୨୯ରୁ ସମଗ୍ର ଦେଶରେ ଆରମ୍ଭ ହୋଇଯିବ। ତେଲୁଗୁ ଓ ହିନ୍ଦୀ ବଜାରରେ ଏହି ସିନେମା ଅନେକ ସିନେମାର ଆଡଭାନ୍ସ ବୁକିଂର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି। ମୁମ୍ବାଇ: ଭାରତୀୟ ବକ୍ସ ଅଫିସ୍ରେ ଦକ୍ଷିଣୀ ସିନେମାଗୁଡ଼ିକ ଧମାକା କରୁଛନ୍ତି। ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଛବି ‘ପୁଷ୍ପା-୨: ଦ ରୁଲ୍’ର ଟ୍ରେଲର୍ ରିଲିଜ୍ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିନେମାଟି ଡିସେମ୍ବର ୫ ତାରିଖରେ ରିଲିଜ ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରି […]










