ଜଗତସିଂହପୁର ଜାତୀୟ ଯାଜପୁର

ଦୀପ ଜାଳିଲେ ମନ୍ତ୍ରୀ-ବିଧାୟକ, କଲେ କାମନା !

ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ତାଙ୍କର ଦିର୍ଘ ଦିନର ରାଜନୈତିକ ଯାତ୍ରା ଏବଂ ଦିର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ଅର୍ଥନୀତି ହେଉ କି ଜନମଙ୍ଗଳ କାରୀ ଯୋଜନା ମାଧ୍ୟମରେ ହେଉ ସିଏ ସାଧାରଣ ଲୋକଙ୍କ ନିକଟରେ ଜନପ୍ରିୟ ହୋଇପାରିଛନ୍ତି। ସେଥିଲାଗି ସାରା ଭାରତ ବର୍ଷ ତାଙ୍କର ଜନ୍ମ ଦିନକୁ ଧୁମ୍ ଧାମରେ ପାଳନ […]