ରୋମରେ ‘ମେଲୋଡି’ ମୁମେଣ୍ଟ: କାରରେ ଯାତ୍ରା, ସାଙ୍ଗରେ ରାତ୍ରୀଭୋଜନ… ପ୍ରଧାନମନ୍ତ୍ରୀ ମୋଦି ଏବଂ ମେଲୋନିଙ୍କ ମଧ୍ୟରେ ରହିଛି ଅତୁଟ ବନ୍ଧୁତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାଞ୍ଚ-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟ ଇଟାଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ରୋମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଏକ ଗୁରୁତ୍ୱପୂର୍ଣ ଥିଲା। ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋମର ସବୁଠାରୁ ପ୍ରସିଦ୍ଧ ଐତିହାସିକ ସ୍ଥାନ କୋଲୋସିୟମ୍ ପରିଦର୍ଶନ କରାଇଥିଲେ। ଦୁଇ ନେତା ଏକାଠି ରାତ୍ରୀଭୋଜନ କରିଥିଲେ ଏବଂ ଗୋଟିଏ କାରରେ ଯାତ୍ରା […]
