Wednesday, 20 May 2026
ଅପରାଧ ଖୋର୍ଦ୍ଧା ବିଧାନସଭା ସମାଚାର ଭୁବନେଶ୍ୱର ମୁଖ୍ୟ ଖବର ମୁହାଁ ମୁହିଁ ରାଜ୍ୟ ରାଜ୍ୟ ଖବର ରାଜ୍ୟର ପ୍ରମୁଖ ସହର

ସୌମ୍ୟ ହତ୍ୟାକାଣ୍ଡରେ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି

ଆଇନକୁ ହାତକୁ ନେଇ ସୌମ୍ୟଙ୍କୁ ପିଟିପିଟି ହତ୍ୟା ବାଲିଅନ୍ତା ହତ୍ୟାକାଣ୍ଡରେ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ଷଡଯନ୍ତ୍ର ଅଭିଯୋଗ ଆଣିଲେ ସୌମ୍ୟଙ୍କ ପରିବାର ଭିଡିଓ ଫୁଟେଜ ଯାଞ୍ଚ କରି ତଦନ୍ତ ଜୋରଦାର କଲା ପୁଲିସ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ପୁଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢ଼ିଛି । ପ୍ରଥମେ ୫ […]

ଦେଶ ବିଦେଶ ମୁଖ୍ୟ ଖବର ରାଜନୀତି

ମାତ୍ର ଗୋଟିଏ ଭୋଟରେ ମନ୍ତ୍ରୀଙ୍କୁ ହରାଇଲା TVK !

ନିର୍ବାଚନ ଆସେ ଯାଏଁ, ଆଉ ଜନତାହିଁ ନିସ୍ପତ୍ତି କରନ୍ତି କିଏ ପିନ୍ଧିବ ବିଜୟର ଟିକା । କିଏ ହେବ ସିଂହାସନର ମଉଡ ମଣୀ । ସେଥିପାଇଁ ବୋଧୂଏ ଯେବେଯେବେ ଯେଉଁଠି ଆଉ ଯେଉଁସମୟରେ ନିର୍ବାଚ ହୁଏ ସେବେସେବେ ସେଇଠି ସେଇଠି ଲୋକଙ୍କ ଉପରେ ଯୋଜନାର ବର୍ଷା ଗୋଟିଏ ପରେ ଗୋଟିଏ ହୁଏ । ଆଉ ସାଧାରଣ ଲୋକଙ୍କରୁ ଅନେକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି ନେତା । ତଥାପି କିଅ ଜିତିବ ଆଉ କିଏ ହାରିବ ସେବି ଭାଗ୍ୟ […]

ଅପରାଧ ଜାତୀୟ

ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନା ଏକ୍ସାଇଜ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଛି। ଜଣେ ସ୍ନାତକୋତ୍ତର ଡାକ୍ତରଙ୍କ ଭଡା ଘରେ ଚଢାଉ କରିବା ଦ୍ୱାରା ଡ୍ରଗ୍ସ ଚାଲାଣ ନେଟୱାର୍କର ମୁଖ୍ୟ ଆଧାର ଠାବ ହୋଇଛି। ଏହି ମାମଲାରେ, STFର B ଟିମ୍ ହାଇଦ୍ରାବାଦର ମୁଶୀରାବାଦର ବାସିନ୍ଦା ଜନ୍ ପଲଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ, STF ପ୍ରାୟ ₹3 ଲକ୍ଷ ମୂଲ୍ୟର ଛଅ ପ୍ରକାରର ଉଚ୍ଚମାନର ଔଷଧ ଜବତ କରିଥିଲା। STF […]

Suchana Tv @2025. All Rights Reserved || Developed By CBSPL