Sunday, 17 May 2026
ଓଡ଼ିଶା ଖୋର୍ଦ୍ଧା ଭୁବନେଶ୍ୱର

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର…

 

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ନୀଳାଦ୍ରି ବିହାର ଠାରେ ଆଦିମ ଅୱାର୍ ଜାରପା (ଆଦିବାସୀ ଦେବ ସ୍ଥଳି) ରେ ପାରମ୍ପରିକ ପୂଜାର୍ଚ୍ଚନା କରୁଛନ୍ତି । ନିକଟ ରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ,ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ।
୩ ଡିସେମ୍ବର ୨୦୨୪

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL