Sunday, 17 May 2026
ଜ଼ିଲ୍ଲା ପୁରୀ

ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

ଜିଲ୍ଲା ଓ ଦୌରାଜଜ୍ ତଥା ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ଅଧକ୍ଷ୍ୟା ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ପ୍ରାକରଣ ତରଫରୁ ଏକ ଆଇନ ସଚେତନତା ରାଲୀ, ଆଇନ ସଚଟନତା କାର୍ଯକ୍ରମ ଏ ଏବଂ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାକରଣ,ପୁରୀଙ୍କ ସମ୍ମିଳନୀ କକ୍ଷ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ପାଇଁ ରହିଥ‌ିବା ଆଇନ ସହାୟତା ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ଆଇନ ସେବା ପ୍ରାଧୁକରଣ ଅଧୁନିୟମ ୧୯୮୭ ରେ ଥିବା ବିଭିର୍ନ ବିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେ ହିତାକାରୀ, ଲୋକ ଅଦାଇତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ କରାଇବା ସହ ଆଇନ ସେବା କଣ ଏବଂ ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ,ସେହି ବିଷୟରେ ଆଲୋଚନା କରିଥିଲେ।

ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥ୍ ଭାବେ ମିଲି କୋର୍ଟ ଫ୍ଲାମିଲି ଜଜ , ତୃତୀୟ ଅତିରିକ୍ତ ଜିଲା ଓ ଯୋଗ ଦେଇଛନ୍ତି। ଆଜିର ଏହି କାର୍ଯକ୍ରମରେ ଦୌରାଜଜ , ବରିଷ୍ଠ ରିଷ୍ଠ ଦେୱାନି ବିଚାରପତି ବେଦକର୍ମକାଣ୍ଡ ମହାବିଦ୍ୟାଳୟର ଛାତ୍ର,ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥ୍ମଧ୍ୟରୁ କୃତୀ ଛାତ୍ରଛାତ୍ରୀ କରାଯାଇଥିଲା । ଆଜିର ଏହି ଆଇନସେବା ପା ସେବା ଯୋଗ୍ୟ ମାନଙ୍କୁ ଲୟର ବିତରଣ କରା ପୁରସ୍କାର କାର୍ଯକ୍ରମରେ ବିଚାରପତି ବୃନ୍ଦ ବୃନ୍ଦ, ସମ୍ପାଦକ, ଓକିଲ ସଂଘ,ପୁରୀ ,ବେଦକର୍ମକାଣ୍ଡ ମହାବିଦ୍ୟାଳୟର ଛାତ୍ର,ଛାତ୍ରୀ, ଅଧ୍କାରୀମିତ୍ର , ପ୍ୟାନେଲ୍ ‘ ଯୋଗଦେଇଥିଲେ ଏବଂ ପରି ରିଶେଷରେ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପ‌ଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ସହ ଏହା କିପରି ଜନସାଧାରଣଙ୍କ ଉପ‌ଯୋଗୀ ଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL