କନ୍ଧମାଳ ଜ଼ିଲ୍ଲା ମୁଖ୍ୟ ଖବର

ସହଯୋଗର ହାତ ବଢାଇଲା କୃଷି ବିଭାଗ

କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବ୍ଲକ ବାଉଡିନାଯୁଠାରେ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସ୍ମିତା ମହାନ୍ତିଙ୍କ ଦ୍ଵାରା କନ୍ଧମାଳ ଜିଲ୍ଲାର ପ୍ରଥମ ଅଏଲ୍ ପାମ୍ ଗଛ ଚାରା ରୋପଣର ଶୁଭାରମ୍ଭ ହୋଇଅଛି।ଜିଲ୍ଲାରେ ଏହା ପ୍ରଥମ ହୋଇଥିବାରୁ ଚାଷୀ ମାନେ ବହୁତ୍ ଖୁସି ହୋଇଛନ୍ତି । ବାଉଡ଼ିନାଯୁ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଜମିରେ ଏହି ଚାରା ରୋପଣର ଶୁଭାରମ୍ଭ କରାଯାଇଅଛି। ପ୍ରାୟ ତିନି ହେକ୍ଟର ଜମିରେ ୧୪୩ ଗଛ ଲାଗିପାରିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଉଦ୍ୟାନ […]