ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି
ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନରେ ନୂତନ ସରକାର ଚୟନ ପାଇଁ ମତଦାନ ଆଜି ସକାଳ ୭:୦୦ ଟାରୁ ଆରମ୍ଭ ହୋଇଛି। ରାଜ୍ୟର ୫.୬୭ କୋଟି ଭୋଟର ଆଜି ନିଷ୍ପତ୍ତି ନେବେ ଯେ ଷ୍ଟାଲିନ କ୍ଷମତା ବଜାୟ ରଖିବେ କି ନାହିଁ, ନା ବିରୋଧୀ ଏଆଇଏଡିଏମକେ -ବିଜେପି ମେଣ୍ଟ ଏବଂ ନୂତନ ଦଳ, ଟିଭିକେ, ଲାଗୁଛି ବଡ଼ ଧରଣର କିଛି ପରିବର୍ତନ ଆଣିବ। ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସକାଳ […]

