ପଦବୀ ଗଲା ପରେ ହୋଇଗଲେ ଅଲୋଡ଼ା…
ଦିନ ଥିଲା କଟକ ସହରକୁ ସରସ ସୁନ୍ଦର ,ସାବଲୀଳ ଓ ଦୁର୍ନୀତିମୁକ୍ତ କରିବାରେ ତାଙ୍କର ଅନେକ ଅବଦାନ ଥିଲା । ଭାଇଚାରାର ସହର କଟକକୁ ନେଇ ସେ ଦେଖିଥିଲେ ଅନେକ ସ୍ୱପ୍ନ। ଏବଂ ତାଙ୍କର ପ୍ରତ୍ୟେକଟି ଯୋଜନାକୁ କଟକ ସହରରେ କାର୍ଯ୍ୟକାରୀ କରିବାରେ ସେ ଥିଲେ ସିଦ୍ଧହସ୍ତ। ସକାଳୁ ସକାଳୁ ଦେଖିଲା ବେଳକୁ ଜିଲ୍ଲାପାଳ ମହୋଦୟ ତାଙ୍କର ବିବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ଧରି ସବୁ ଗଳି କନ୍ଦିରେ ବୁଲୁଥାନ୍ତି। ତାଙ୍କ ଆଖିରେ ଥରେ ପଡିଲା […]

