Sunday, 17 May 2026
ଜାତୀୟ ରାଜନୈତିକ ଦୃଶ୍ୟପଟ ରାଜନୀତି

ଜଙ୍ଗଲରାଜରୁ ମୁକ୍ତ ହେବ ବିହାର: ମୋଦି

ଗୋଟିଏ ପଟେ ଅଧା ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ଦେଉଛି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଅରରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଛନ୍ତି । ସଭା ମଞ୍ଚରୁ କଂଗ୍ରେସ ଓ ଆରଜେଡି ଉପରେ ପ୍ରଧାନମନ୍ତ୍ରୀଙ୍କ ମୋଦି କଡ଼ା ପ୍ରହାର ଦେଖିବାକୁ ମିଳିଛି ।କହିଲେ, ‘କଂଗ୍ରେସ ଓ ଆରଜେଡି ଦେଶର ସୁରକ୍ଷା ପ୍ରତି ଚିନ୍ତିତ ନୁହନ୍ତି । ଲୋକଙ୍କ ମନରେ ଅବିଶ୍ୱାସର ମଞ୍ଜି ବୁଣି […]

କଂଗ୍ରେସ ଜାତୀୟ ରାଜନୀତି

ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ପ୍ରତିଶ୍ରୁତି: ‘ବିହାରବାସୀଙ୍କୁ ୨୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ’

ବିହାର ବିଧାନସଭା ନିର୍ବାଚନ ପ୍ରଚାର ଏବେ ବନ୍ଦ ହୋଇଯାଇଛି। ୧୨୧ଟି ଆସନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ନଭେମ୍ବର ୬ ତାରିଖରେ ହେବ, ଏବଂ ପ୍ରାର୍ଥୀମାନେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଘର ଘର ବୁଲି ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି। ଏହି ସମୟରେ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ମଧ୍ୟ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ଅନେକ ପ୍ରମୁଖ ନେତା ଆଜି ରାଲି କରିବେ। ଏହି […]

Suchana Tv @2025. All Rights Reserved || Developed By CBSPL