Sunday, 17 May 2026
ଜାତୀୟ ରାଜନୀତି

ବିହାରରେ ନୀତିଶ କୁମାର ହେବେ କି ଏନଡିଏ ର ମୁଖ୍ୟମନ୍ତ୍ରୀ? JDU ପୋଷ୍ଟର ପୁଣି ବଢ଼ାଇଲା ସସପେନ୍ସ

ବିହାର ରାଜନୀତି ପୁଣି ଥରେ ଅସ୍ଥିରତା ମଧ୍ୟରେ ରହିଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ ଏନଡିଏ ବହୁମତ ସହିତ କ୍ଷମତାକୁ ଫେରିଥିଲେ ମଧ୍ୟ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ସସପେନ୍ସ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ଏହି ସମୟରେ, ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ତାର ସରକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏପରି ଏକ ପୋଷ୍ଟର ସେୟାର କରିଛି, ଯାହା ରାଜନୈତିକ ମହଲରେ ଏକ ନୂତନ ଆଲୋଚନା ଆରମ୍ଭ କରିଦେଇଛି। ଜେଡିୟୁ ଦ୍ୱାରା ପ୍ରକାଶିତ ଏହି […]

ଜାତୀୟ ରାଜନୀତି

‘ମୁଁ ମୋ ପରିବାର ସହିତ ସମ୍ପର୍କ ଭାଙ୍ଗୁଛି…’ X ରେ ପୋଷ୍ଟ କଲେ ରୋହିଣୀ; ଆରଜେଡିର ପରାଜୟ ପରେ ଲାଲୁ ପରିବାରରେ ବିଭାଜନ

୨୦୨୫ ବିହାର ବିଧାନସଭା ନିର୍ବାଚନରେ ​​ରାଷ୍ଟ୍ରୀୟ ଜନତା ଦଳ ଏକ ବୃହତ ପରାଜୟ ବରଣ କରିଛି । ଆରଜେଡି ମାତ୍ର ୨୫ ଆସନରେ ସୀମିତ ରହିଯାଇଛି । ନିର୍ବାଚନ ଫଳାଫଳ ପରେ ଲାଲୁ ପରିବାର ଭିତରେ ଚାଲିଛି କେଁ-କଟର । ଲାଲୁଙ୍କ ସାନ ଝିଅ ଏବଂ ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ରୋହିଣୀ ଆଚାର୍ଯ୍ୟ ତାଙ୍କ ପରିବାର ସହିତ ସମ୍ପର୍କ ଛିନ୍ନ କରିବାର ନିଷ୍ପତ୍ତି ଘୋଷଣା […]

ଜାତୀୟ ରାଜନୈତିକ ଦୃଶ୍ୟପଟ ରାଜନୀତି

ଜଙ୍ଗଲରାଜରୁ ମୁକ୍ତ ହେବ ବିହାର: ମୋଦି

ଗୋଟିଏ ପଟେ ଅଧା ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ଦେଉଛି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଅରରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଛନ୍ତି । ସଭା ମଞ୍ଚରୁ କଂଗ୍ରେସ ଓ ଆରଜେଡି ଉପରେ ପ୍ରଧାନମନ୍ତ୍ରୀଙ୍କ ମୋଦି କଡ଼ା ପ୍ରହାର ଦେଖିବାକୁ ମିଳିଛି ।କହିଲେ, ‘କଂଗ୍ରେସ ଓ ଆରଜେଡି ଦେଶର ସୁରକ୍ଷା ପ୍ରତି ଚିନ୍ତିତ ନୁହନ୍ତି । ଲୋକଙ୍କ ମନରେ ଅବିଶ୍ୱାସର ମଞ୍ଜି ବୁଣି […]

ଜାତୀୟ ରାଜନୀତି

ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ଆକ୍ରମଣ, ଚପଲ ଫିଙ୍ଗା ସହ ‘ମୁର୍ଦାବାଦ’ ସ୍ଲୋଗାନ

ବିହାର ବିଧାନସଭା ନିର୍ବାଚନ 2025 ର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଅପରାହ୍ନ 1ଟା ସୁଦ୍ଧା ବିହାରରେ 42.31 ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ 1ଟା ସୁଦ୍ଧା ଗୋପାଳଗଞ୍ଜ ଏବଂ ଲଖିସରାଇରେ ସର୍ବାଧିକ ମତଦାନ ହୋଇଥିବାବେଳେ, ଅନ୍ୟପଟେ ପାଟନା ଏବଂ ଦରଭଙ୍ଗାରେ ସବୁଠାରୁ କମ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ, 18 ଜିଲ୍ଲାର 121 ବିଧାନସଭା ଆସନରେ ମତଦାନ ସହିତ, ଅନେକ ରାଜନୈତିକ ହେଭିୱେଟ୍‌ଙ୍କ ଭାଗ୍ୟ EVM ରେ ସିଲ୍ ହେବ। ତେଜସ୍ୱୀ ଯାଦବ, ତେଜ […]

Suchana Tv @2025. All Rights Reserved || Developed By CBSPL