ବରଗଡ ମୁଖ୍ୟ ଖବର ରାଜ୍ୟ ଖବର

ବରଗଡ଼ ପଦ୍ମପୁରରେ ହାରିଗଲା ମଣିଷ ପଣିଆ!

ମଣିଷ ପଣିଆ ଓ ମାନବିକତାକୁ ଦୋହଲାଇ ଦେଲା ଭଳି ଏକ ଅତି ଦୁଃଖଦ ଖବର ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲାରୁ। ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ, ମିଳିଲାନି ଚାରି କାନ୍ଧ। ସମାଜର ବାସନ୍ଦ ଓ କଟକଣା ଆଗରେ ହାର୍ ମାନିଲା ମଣିଷ ପଣିଆ। ଶେଷରେ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ମରଶରୀରକୁ ସାଇକେଲରେ ବୋହି ଶ୍ମଶାନକୁ ନେବାକୁ ପଡ଼ିଲା। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଏହି ହୃଦୟ ବିଦାରକ ଦୃଶ୍ୟ ଏବେ ସାରା […]