ଜାତୀୟ ମୁଖ୍ୟ ଖବର ରାଜନୀତି

ତାମିଲନାଡୁରେ 85% ଭୋଟ ସହ, ‘ଥଲାପଥୀଙ୍କ’ ବାଟ କ୍ଳିଅର! MGR ଏବଂ ଜୟଲଳିତାଙ୍କ ପରେ କ’ଣ କ୍ଷମତା ହାସଲ କରିବେ ବିଜୟ?

୨୩ ଏପ୍ରିଲରେ ତାମିଲନାଡୁରେ ୮୫% ମତଦାନ ହୋଇଥିଲା। ୨୩୪ଟି ନିର୍ବାଚନମଣ୍ଡଳୀର ଭୋଟରମାନେ ଥାଲାପତି ବିଜୟ କ୍ଷମତା ହାସଲ କରିବେ କି ନାହିଁ ତାହା ନିର୍ଣ୍ଣୟ କରିବେ। ଏମୀତି ବି ତାମିଲନାଡୁରେ ରାଜନୀତି ଏବଂ ଫିଲ୍ମଇଣ୍ଡଷ୍ଟ୍ରି ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ତାମିଲନାଡୁର ରାଜନୀତିରେ ଚଳଚ୍ଚିତ୍ର ତାରକାମାନଙ୍କ ସର୍ବଦା ଏକ ଅଲଗା ଯାଦୁ ରହି ଆସିଛି। ଏମ୍.ଜି. ରାମଚନ୍ଦ୍ରନ୍ (ଏମ୍.ଜି.ଆର୍.) ଠାରୁ ଜୟଲଳିତାଙ୍କ ପର୍ଯ୍ୟନ୍ତ, ଏହି ଯାଦୁ ସେମାନଙ୍କୁ କ୍ଷମତା ଆସନରେ ବସାଇ ଆସିଛି। ଏହି ଐତିହ୍ୟକୁ ଜାରି […]