ଦୁଇଟି ଆସନ ଦିଦିଙ୍କ ହାତରୁ ଗଲା!
ନନ୍ଦୀଗ୍ରାମ- ଯେଉଁ ମାଟିରୁ ବଙ୍ଗ ରାଜନୀତିରେ ବଡ଼ ବଡ଼ ଝଡ଼ ଉଠିଛି| ଆଉ ଏବେ ପୁଣି ସେହି ନନ୍ଦୀଗ୍ରାମ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ|ଉପନିର୍ବାଚନକୁ ନେଇ ଦିନକୁ ଦିନ ବଢ଼ୁଥିବା ରାଜନୈତିକ ଉଷ୍ମତା ଶୁକ୍ରବାର ହଠାତ୍ ଏମିତି ମୋଡ଼ ନେଲା, ଯାହାକୁ ନେଇ ବଙ୍ଗ ରାଜନୀତିରେ ଜୋରଦାର ଚର୍ଚ୍ଚା| ପ୍ରଥମ ଧମାକା, ମମତା ଶିବିରର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେଙ୍କ ନାମାଙ୍କନ ପ୍ରତ୍ୟାହାର| ରିପୋର୍ଟ ଅନୁସାରେ, ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ ପରେ ସଞ୍ଚିତା ନିର୍ବାଚନ ମଇଦାନରୁ ଓହରିଥିଲେ। […]
