ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଉଡ଼ାଣ ବାଧାପ୍ରାପ୍ତ
ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ସ୍ଥାନରେ ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି । ପରାମର୍ଶରେ ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ଥିବା ଆଶଙ୍କା ରହିଛି । ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାରଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଦିଲ୍ଲୀ […]


