କୋରାପୁଟ ମୁଖ୍ୟ ଖବର ରାଜ୍ୟ ଖବର

ଲକ୍ଷ୍ମୀପୁରରେ ଜନ ଶୁଣାଣି, ବଢ଼ିଲା ଚର୍ଚ୍ଚା!

ଭେଙ୍କାଟେସ ରାଓ(କୋରାପୁଟ) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗାଁ ରେ ରାଜ୍ୟ ପ୍ରଦୂର୍ଷଣ ବୋର୍ଡ ତରଫରୁ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଓ କୋରାପୁଟ ଜିଲ୍ଲା ସୀମାନ୍ତ ରେ ଥିବା ଲକ୍ଷ୍ମୀପୁର ବ୍ଲକର କୋଡୀଙ୍ଗା ମାଳିରୁ ଗତ ଆଠ ବର୍ଷ ହେବ ତିନି ଦଶମିକ ଛ ମିଲିଆନ ଟନ ବକ୍ସାଇଟ ଖନନ କରାଯାଇ ବେଦାନ୍ତ ସମେତ ଅନ୍ୟ କମ୍ପାନୀକୁ ଓଏମସି ଜରିଆରେ ପ୍ରଦାନ କରାଯାଉଛି, ବର୍ତ୍ତମାନ ଏହି କୋଡୀଙ୍ଗା ମାଳି ଖଣି ଅଞ୍ଚଳ ରୁ […]