ମୟୂରଭଞ୍ଜ ମୁଖ୍ୟ ଖବର

୭୪ତମ ପଞ୍ଚୁଦୋଳ ମହୋତ୍ସବ, ହରେ ରାମ ହରେ କୃଷ୍ଣ କମ୍ପରେ ରାଇହରି…

  ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ଅଧୀନସ୍ଥ ରାଇହରି ଗ୍ରାମରେ ଜପ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଏହି ସଙ୍କୀର୍ତ୍ତନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ଲାଗିରହିଥିଲା। ଏହି ନାମ ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ସକାଳ ଦିପ୍ରହର ଏବଂ ସଂଧ୍ୟା ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗ୍ରାମବାସୀ ପ୍ରସାଦ ସେବନ କରି ସଙ୍କୀର୍ତ୍ତନରେ ସାମିଲ ହୋଇଥିଲେ । ପ୍ରତ୍ୟକ ବର୍ଷ ପରି […]