ସାମ୍ନାକୁ ଆସିଲା ବଡ଼ ଖବର। ଭୁବନେଶ୍ୱରରେ ଆଜି ହାଫ୍ ଡେ’ସ୍କୁଲ, ଦିନ ୧ଟାରେ ଛୁଟି ହେବ ସ୍କୁଲ।
ପ୍ରଧାନମନ୍ତ୍ରୀ ମୋଦି ଓ ଶାହାଙ୍କ ଗସ୍ତକୁ ନଜରରେ ରଖି ଆଜି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଦିନ ୧ଟାରେ ରାଜଧାନୀର ସମସ୍ତ ସ୍କୁଲ ଛୁଟି ହେବ।
ଟ୍ରିଫିକ କଟଣାକ ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ”ସ୍କୁଲ କରାଯିବ। ଦିନ ୧ଟା ପରେ ରାଜଧାନୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ଭୁବନେଶ୍ବର ଗସ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।