ବିଜେଡି ରାଜନୀତି ପୋଲାଭରମ ପ୍ରକଳ୍ପ ବିରୋଧ ରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ପରେ ଶ୍ରୀ ଦେବୀପ୍ରସାଦ ମିଶ୍ର ଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧିଦଳ ନବୀନ ନିବାସ ରେ ବିଜେଡି ସଭାପତି ନବୀନ ପଟନାୟକ ଙ୍କୁ ଭେଟି ଆଲୋଚନା କରୁଛନ୍ତି. December 19, 2024 0 Comments 137 Views Read in 0 Minutes Tag: Feature Share: