ନଭେମ୍ବରରୁ ଆରମ୍ଭ ନଭେମ୍ବରରେ ଶେଷ, ଅଫେରା ରାଇଜେ ସ୍ବର ସାଗର
ଦୁନିଆକୁ ଅଲ୍ବିଦା କହିଛନ୍ତି ସ୍ବରର ସାଗର ହ୍ୟୁମାନ୍ ସାଗର।କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଜନ୍ମ ୧୯୯୦ ମସିହା ନଭେମ୍ବର ମାସ ୨୫ ତାରିଖ। ହେଲେ କେହି ଭାବିନଥିଲେ ମାତ୍ର ୩୫ ବର୍ଷ ବୟସରେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଦୁନିଆରୁ ଚିର ବିଦାୟ ନେଇଯିବେ। ପୁଣି ସେହି ନଭେମ୍ବର ଅର୍ଥାତ୍ ଜନ୍ମମାସରେ। ଆଜି ନଭେମ୍ବର ୧୭ ଆଉ ୨୦୨୫ । ଅନୁଭବ ମହାନ୍ତିଙ୍କ ଆଗାମୀ ଚଳଚ୍ଚିତ୍ର ‘ଛକିଶୂନ’ରେ ସେ ସଙ୍ଗୀତ ନିର୍ଦ୍ଦେଶନା କାମ ଆରମ୍ଭ କରିଥିଲେ । ହେଲେ ସିନେମା […]

