ନ୍ୟାୟ ଦାବି ନେଇ ଥାନା ଆଗରେ ଅହରାତ୍ର ଧାରଣା
ଚନ୍ଦନ ଜେନା (ବାଲେଶ୍ବର) ନ୍ୟାୟ ପାଇଁ ଗର୍ଜିଲା ବାଲିଆପାଳ! ମହିଳା ସରପଞ୍ଚଙ୍କ ସମ୍ମାନହାନି ଅଭିଯୋଗକୁ ନେଇ ତାତିଲା ପରିସ୍ଥିତି। ଅଭିଯୋଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ଦାବିରେ ବାଲିଆପାଳ ଥାନା ସମ୍ମୁଖରେ ଚାଲିଥିଲା ଅହରାତ୍ର ଧାରଣା। ଦ୍ୱିତୀୟ ଦିନରେ ଡିଏସପି ଚାନ୍ଦମଣି ସିଂଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ଶେଷରେ ପ୍ରତ୍ୟାହୃତ ହୋଇଛି ଆନ୍ଦୋଳନ। ଅଭିଯୋଗ ଅନୁଯାୟୀ, ନୂଆଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଯଶୋବନ୍ତ ପ୍ରଧାନ ଓରଫ ପିଣ୍ଟୁ ଅଶ୍ଳୀଳ ମନ୍ତବ୍ୟ […]

