କଳାହାଣ୍ଡି ମୁଖ୍ୟ ଖବର ରାଜ୍ୟ ଖବର

ଦଳିତ ବୋଲି ଆମର କୌଣସି ମୌଳିକ ଅଧିକାର ନାହିଁ !

ଭୋଜରାଜ ଛତ୍ରୀ (କଳାହାଣ୍ଡି) ଦଳିତ ପରିବାରରେ ଜନ୍ମ ହେବା କଣ ଭୁଲ, ଦଳିତ ହେଲୁ ବୋଲି ଆମର କୌଣସି ମୌଳିକ ହକ ଅଧିକାର ନାହିଁ,ଯଦି ଦଳିତ ଘରେ ଜନ୍ମ ହୋଇ ଆମର ଭୁଲ ହେଇଚି ତାହେଲେ ସରକାର କି ପ୍ରଶାସନ ଆମକୁ କାହିଁକି ଜନ୍ମରୁ ମାରି ଦେଲାନି,ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଆମ ପଡ଼ାକୁ ରାସ୍ତା ଦିଆଯାଉନାହିଁ। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ପୁଝାରୀଗୁଡ଼ା ଗ୍ରାମ ପଞ୍ଚାୟତର ପୁଝାରୀଗୁଡ଼ା ଗ୍ରାମର ଦଳିତ […]