ଓଡ଼ିଶା ମୁଖ୍ୟ ଖବର

ସାତ ଜୁଇ ନ ଲିଭୁଣୁ, ଜଳିଲା ଆଉ ଗୋଟେ ଜୁଇ।

ବେହେରା ପରିବାର ଉପରେ ପୁଣି ପଡ଼ିଛି ଦୁଃଖର ପାହାଡ଼। ମଧ୍ୟପ୍ରଦେଶର ଭୟଙ୍କର ଦୁର୍ଘଟଣାରେ ପରିବାରର ୭ ଜଣଙ୍କୁ ହରାଇବାର ଦୁଃଖ ଏଯାଏଁ ମନରୁ ଲିଭିନି। ସାତଟି ଜୁଇର ନିଆଁ ନ ଲିଭୁଣୁ ପୁଣି ଜଳିଛି ଆଉ ଗୋଟିଏ ଜୁଇ। ଆଉ ଏଥର ପରିବାର ହରାଇଛି ତା’ର ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ। ଗାଢ଼କାଣର ସବୁଠୁ ବୟସ୍କ ବ୍ୟକ୍ତି ତଥା ଶିବ ବେହେରାଙ୍କ ଜେଜେଙ୍କର ଆଜି ସକାଳ ପ୍ରାୟ ୫ଟା ସମୟରେ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ […]