Tuesday, 20 October 2026
ଦେଶ ବିଦେଶ ମୁଖ୍ୟ ଖବର

ପ୍ରେମ କାହାଣୀର ଦୁଃଖଦ ଅନ୍ତ!

କାନପୁର ମହାରାଜପୁରର ସୁଭୌଲି ଗାଁ ନିକଟ ରେଳଲାଇନ କଡ଼ରେ ଏକ ଗଛରୁ ଜଣେ ମହିଳା ଓ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି। ଶନିବାର ଅପରାହ୍ନରେ ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ଯାଉଥିବାବେଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏକ ବବୁଲ ଗଛରେ ଗୋଟିଏ ଶାଢ଼ୀର ଦୁଇ ମୁଣ୍ଡରେ ଅଲଗା ଅଲଗା ଫାଶ ଲଗାଯାଇଥିବା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିଥିଲା। ପୋଲିସର ସୂଚନା ଅନୁସାରେ, ମୃତ ମହିଳା ଓ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। […]

ଜାତୀୟ

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ୍ୟୁ

ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଟିକୈତ ନଗର ଥାନା ଅଞ୍ଚଳର ସରାଇ ବାରାଇ ଗାଁରେ ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, କାରଖାନାରେ ବାଣ ତିଆରି […]

Suchana Tv @2025. All Rights Reserved || Developed By CBSPL