Sunday, 17 May 2026
Uncategorized

ଆତ୍ମଘାତୀ ବିସ୍ଫୋରଣ ପୂର୍ଵରୁ ନିଜ ବିଷୟରେ ଏମିତି କହିଥିଲା ଆତଙ୍କୀ ଉମର

ଦିଲ୍ଲୀ ଘଟଣାରେ ଦିନ ଯେତିକି ବଢୁଛି ଆତଙ୍କୀ ମାନଙ୍କର ଗୁମର ସେତେ ଖୋଲିବାରେ ଲାଗିଛି | ଆକ୍ରମଣ ପାଇଁ ଏଭଳି ଘୃନ୍ୟ ଚକ୍ରାନ୍ତ କରିଥିଲେ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ | ଗତ ନଭେମ୍ବର ୧୦ରେ ଦିଲ୍ଲୀ ଆତ୍ମଘାତୀ ଆକ୍ରମଣ ଘଟଣାରେ ଏକ ବଡ ଖୁଲାସ କରିଛି ତଦନ୍ତକାରୀ ସଂସ୍ଥା | ବିସ୍ଫୋରଣ କରିଥିବା ଆତଙ୍କବାଦୀ ଡାକ୍ତର ଉମରଙ୍କର ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି […]

ଅପରାଧ ଜାତୀୟ

ଅଭିଯୁକ୍ତ ଡାକ୍ତରମାନଙ୍କୁ ପଚରାଉଚରା ସମୟରେ ସିଗନାଲ App ବ୍ୟବହାର, i-20 କାର କିଣିବା ସମେତ ଓଗାଳିଲା ଅନେକ ଗୁପ୍ତ କଥା

ଜୈଶ-ଏ-ମହମ୍ମଦ ଆତ୍ମହତ୍ୟା ମଡ୍ୟୁଲରେ ସମ୍ପୃକ୍ତି ପାଇଁ ଗିରଫ ହୋଇଥିବା ଡାକ୍ତରମାନଙ୍କୁ ପଚରାଉଚରା ଏବଂ ସେମାନଙ୍କ ମୋବାଇଲ୍ ଫୋନ୍ ରୁ ତଦନ୍ତକାରୀ ଏଜେନ୍ସିଙ୍କ ହାତରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି । ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ର ଫୋରେନସିକ୍ ଯାଞ୍ଚରୁ ସିଗନାଲ ଆପ୍ ରେ ଏକ ଗୋଷ୍ଠୀର ସୂଚନା ମିଳିଛି, ଯାହାର ପ୍ରଶାସକ ଥିଲେ ପଳାତକ ମଡ୍ୟୁଲ୍ ନେତା ଡାକ୍ତର ମୁଜାଫର ଏବଂ ଏଥିରେ ଡାକ୍ତର ଉମର, ଡାକ୍ତର ମୁଜାମ୍ମିଲ୍, ଡାକ୍ତର ଆଦିଲ୍ ଏବଂ ଡାକ୍ତର […]

ଜାତୀୟ

ଜୈଶ-ଏ-ମହମ୍ମଦର ‘ମାଡାମ ସର୍ଜନ’ ସମ୍ପର୍କରେ ମିଳିଛି ବଡ଼ ତଥ୍ୟ!

ଜୈଶ-ଏ-ମହମ୍ମଦ (JeM)ର ଜଣେ ଶୀର୍ଷ କମାଣ୍ଡର ଡାକ୍ତର ଶାହିନଙ୍କ ବିଷୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ସୂତ୍ର ଅନୁଯାୟୀ ଡକ୍ଟର ଶାହିନଙ୍କୁ ସଂଗଠନ ଭିତରେ “ମାଡାମ ସର୍ଜନ” ବୋଲି କୁହାଯାଉଥିଲା ଏବଂ ତାଙ୍କର ନିକଟତମ ସହଯୋଗୀ ଏବଂ ଅନ୍ୟ ଜୈଶ ଆତଙ୍କବାଦୀମାନେ ତାଙ୍କୁ ଏହି ନାମରେ ଡାକୁଥିଲେ। ଶାହିନ ଯୁବକ ଯୁବତୀମାନଙ୍କ ମାଇଣ୍ଡ ୱାସ ଏବଂ ସଂଗଠନରେ ନିଯୁକ୍ତି ଦେବାରେ ସାମିଲ ଥିଲେ। ରିପୋର୍ଟ ଅନୁସାରେ, ସେ ସେମାନଙ୍କୁ ଯୁବତୀମାନଙ୍କୁ ବିଭନ୍ନ ବର୍ଗ କରି ସେମାନଙ୍କୁ […]

ଜାତୀୟ

ଦିଲ୍ଲୀ ବିସ୍ପୋରଣରେ ଓଡିଶା ଲିଙ୍କ!

ଦିଲ୍ଲୀରେ ଘଟିଥିବା ବିସ୍ପୋରଣ ସହିତ ଓଡ଼ିଶାର ଲିଙ୍କ ରହିଥିବା କଥା ଜଣା ପଡିଛି । ଆତଙ୍କୀ ମୁଜାମ୍ମୀଲ ସକିଲର ସମ୍ପର୍କ ଓଡ଼ିଶାରେ ରହିଛି । ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଟିମ ହାତରେ ଲାଗିଛି। ମୁଜାମ୍ମୀଲର ହ୍ୱାଟ୍ସଆପ ଯାଞ୍ଚ ସମୟରେ ଓଡ଼ିଶାର କେତେକ ନମ୍ବର ସହ ମେସେଜ ଓ ବାର୍ତ୍ତାଳପ ହୋଇଥିବା ତଥ୍ୟ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଘଟଣା ଜମ୍ମୁ , ହରିୟାଣା , ତାମିଲନାଡୁର ଲିଙ୍କ ରହିଥିବା ଜଣା ପଡିଛି । ଏଠି […]

ଅନ୍ତର୍ଜାତୀୟ ଜାତୀୟ

ବିସ୍ଫୋରଣରେ ପ୍ରଭାବିତ ଲୋକଙ୍କ ଯନ୍ତ୍ରଣା ମୁଁ ବୁଝିପାରୁଛି: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭୁଟାନରୁ ଦିଲ୍ଲୀ ଫେରିଛନ୍ତି। ବିମାନବନ୍ଦରରେ ଅବତରଣ କରିବା ପରେ ସେ ସିଧାସଳଖ ଦିଲ୍ଲୀ ବିସ୍ଫୋରଣର ପୀଡିତମାନଙ୍କୁ ଭେଟିବା ପାଇଁ ଏଲଏନଜେପି ହସ୍ପିଟାଲକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ବିସ୍ଫୋରଣରେ ଆହତମାନଙ୍କୁ ଭେଟିଥିଲେ। ତାଙ୍କ ଗସ୍ତ ସମୟରେ, ସେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ସମୟରେ, ଆହତମାନଙ୍କ ମଧ୍ୟରୁ ଅନେକ ବିସ୍ଫୋରଣ ସମୟରେ ସେମାନଙ୍କର ପରିସ୍ଥିତି ବର୍ଣ୍ଣନା କରିଥିଲେ। ପୂର୍ବରୁ, ମଙ୍ଗଳବାର ଦିନ ଭୁଟାନ ଗସ୍ତ ସମୟରେ, […]

ଅପରାଧ ଜାତୀୟ

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ଜଣେ ଗିରଫ, ଫରିଦାବାଦରୁ କାର ଡିଲର ଗିରଫ

ଦିଲ୍ଲୀ ବିସ୍ଫୋରଣ 2025 ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଯେଉଁ I-20 କାରରେ ବିସ୍ଫୋରଣ ହୋଇଥିଲା ତାହା ପ୍ରଥମେ ରାଜଧାନୀର ପ୍ରମୁଖ ଅଞ୍ଚଳରେ ଦେଖାଯାଇଥିଲା। ସୂତ୍ର ଅନୁସାରେ, ଏହି କାରଟି ଲାଲକିଲ୍ଲା ପୂର୍ବରୁ କନଟ୍ ପ୍ଲେସ୍ ଏବଂ ମୟୂର ବିହାରରେ ଦେଖାଯାଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ଏହି କାରଟି ଆତଙ୍କବାଦୀ ଉମର ନବି ତିନି ଘଣ୍ଟା ପାଇଁ ପାର୍କିଂ ସ୍ଥାନରେ ରଖିଥିଲେ, ଏହା ପରେ ସୋମବାର ସନ୍ଧ୍ୟା 6:52 ରେ ଏହି କାରରେ ଏକ […]

Suchana Tv @2025. All Rights Reserved || Developed By CBSPL