Tuesday, 20 October 2026
ଦେଶ ବିଦେଶ

କାଦୁଅ ଭିତରେ ଜୀବନର ସନ୍ଧାନ, ଅସହାୟ ଆଖିରେ ଅପେକ୍ଷା

କିଏ ହାତରେ ଗୋଟିଏ ଫଟୋ ଧରି ଏପଟ ସେପଟ ଦୌଡ଼ୁଛି । କିଏ ନିଖୋଜ ଲୋକଙ୍କ ଲମ୍ବା ତାଲିକାକୁ ଥରେ ନୁହେଁ, ବାରମ୍ବାର ଅଣ୍ଡାଳୁଛି । କିଏ ପୋଲିସ କ୍ୟାମ୍ପରେ ପଚରାଉଚରା କରୁଛି, କିଏ ରିଲିଫ ସେଣ୍ଟରରେ ନିଜ ଲୋକଙ୍କ ନାଁ ଖୋଜୁଛି। ଆଉ କିଏ ଧ୍ୱଂସ ହୋଇଯାଇଥିବା ନିଜ ଘରର ଠିକଣା ଖୋଜୁଛି । କାରଣ ପ୍ରଳୟ ସବୁକିଛି ବଦଳାଇ ଦେଇଛି। ଗତକାଲି ଯେଉଁ ଗାଁରେ ଲୋକଙ୍କ କୋଳାହଳ ଥିଲା, ଆଜି ସେଠାରେ କେବଳ କାଦୁଅର […]

ଜାତୀୟ ପାଣିପାଗ ମୁଖ୍ୟ ଖବର

ବାଦଲ ଫଟା ବର୍ଷାରେ ୯ ମୃତ୍ୟୁ, ୪୯ ରୁ ଅଧିକ ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ଆଶ୍ୱସ୍ତି ଆଣିଛି ସତ ହେଲେ ଲୋକଙ୍କ ଦୈନଦିନ ଜୀବନରେ କଷ୍ଟ ମଧ୍ୟ ବଢି ଯାଇଛି । ସିମଲା, କାଙ୍ଗଡ଼ା, ଲାହୌଲ-ସ୍ପିତି ଏବଂ ଚମ୍ବା ଜିଲ୍ଲାରେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି। ଗୁରୁବାର ଦିନ, ରାଜ୍ୟରେ ରୋହତାଙ୍ଗ, ବାରାଲାଚା ଏବଂ ଶିଙ୍କୁଲା ଘାଟିରେ ହାଲୁକା ତୁଷାରପାତ ହେବା ସହିତ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ […]

Suchana Tv @2025. All Rights Reserved || Developed By CBSPL