Tuesday, 20 October 2026
କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଗୋପ ସେଣ୍ଟ ଜାଭିୟର ହାଇସ୍କୁଲରେ ଧୁମଧାମରେ ଗୁରୁଦିବସ ପାଳନ…

ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥପ୍ରଦର୍ଶକ। ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେଇଯାଆନ୍ତି ଗୁରୁ। ଗୁରୁ-ଶିଷ୍ୟ ପରମ୍ପରାର ଏହି ମହାନ ସମ୍ପର୍କକୁ ସ୍ମରଣ କରି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପାଳିତ ହୋଇଛି ଗୁରୁଦିବସ। ଗୋପସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ମଧ୍ୟ ଏହି ଦିବସକୁ ଧୁମଧାମରେ ପାଳନ କରାଯାଇଛି। ଗୁରୁଙ୍କ ପ୍ରତି ସମ୍ମାନ… ଗୁରୁଙ୍କ ପ୍ରତି କୃତଜ୍ଞତା… ଆଉ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ ସ୍ମରଣ କରି ଉତ୍ସବମୁଖର ହୋଇଉଠିଥିଲା ଗୋପ ସେଣ୍ଟ ଜାଭିୟର ହାଇସ୍କୁଲ ପରିସର। […]

ଜାତୀୟ ଦେଶ ବିଦେଶ ରାଜନୀତି ରାଜ୍ୟ ଖବର

NEET ଆନ୍ଦୋଳନ ପରେ ନୂଆ ବିବାଦ! କଙ୍ଗନାଙ୍କ ପୋଷ୍ଟକୁ ନେଇ ହଙ୍ଗାମା

ଦିଲ୍ଲୀର ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି  ନେତୃତ୍ୱରେ 36 ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। NEET-UG ପେପର୍ ଲିକ୍ ବିରୋଧରେ ପ୍ରତିବାଦ କରିବା ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରିବା ପାଇଁ ହଜାର ହଜାର ଛାତ୍ର ରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଳନର ସଫଳତା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇଥିଲା, କିନ୍ତୁ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ଯୁବତୀମାନଙ୍କ ସମ୍ପର୍କରେ କିଛି ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଆଯାଇଥିବା ଲଜ୍ଜାଜନକ […]

Suchana Tv @2025. All Rights Reserved || Developed By CBSPL