ସାବଧାନ ସ୍କୁଲ ଗୁଡିକୁ ବମରେ ଉଡାଇବା ଧମକ !
ଗୁରୁଗ୍ରାମ ଜିଲ୍ଲାରେ ପୁଣି ଥରେ ବଡ଼ ପ୍ରତିଷ୍ଠିତ ସ୍କୁଲଗୁଡ଼ିକୁ ବୋମା ପକାଇ ଉଡାଇଦିଆଯିବା ଧମକ ଦିଆଯାଇଛି। ଇମେଲ୍ ମାଧ୍ୟମରେ ପଠାଯାଇଥିବା ଏହି ଧମକରେ ସ୍କୁଲ କୋଠାରେ ବୋମା ରଖାଯାଇଥିବା ଚେତାବନୀ ଦିଆଯାଇଛି। ଆଜି ସକାଳେ ସ୍କୁଲ ଖୋଲିବା ମାତ୍ରେ, ଅନେକ ପ୍ରତିଷ୍ଠିତ ସ୍କୁଲର ପରିଚାଳକଙ୍କୁ ଏକକାଳୀନ ଏହି ଧମକପୂର୍ଣ୍ଣ ମେସେଜ୍ ମିଳିଛି । ସହରର DAV ସ୍କୁଲ ସମେତ ଅନ୍ୟ ସ୍କୁଲଗୁଡ଼ିକୁ ଏହି ଧମକପୂର୍ଣ୍ଣ ଇମେଲ୍ ମିଳିଥିବାର ସୂଚନା ମିଳିଛି। ଏଥିରେ ମୁଖ୍ୟମନ୍ତ୍ରୀ ସାଇନିଙ୍କୁ ଏକ ଚେତାବନୀ […]

