Sunday, 17 May 2026
ଜାତୀୟ

‘ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ’ର ୨୦ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ

ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ’ର ୨୦ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ   ଜାତି କି ଧର୍ମ ନୁହେଁ, ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟାରେ ‘ବିକଶିତ ଭାରତ’ର ସ୍ୱପ୍ନ ହେବ ସାକାର – ଧର୍ମେନ୍ଦ୍ର ପ୍ରଧାନ ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ଅଧିକାର ଦେଇଛି ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ ଗଠନ କରାଯାଇଥିଲା ଆମ ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ […]

ବିଜେଡି ରାଜନୀତି

ପୋଲାଭରମ ପ୍ରକଳ୍ପ ବିରୋଧ ରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବା ପରେ ଶ୍ରୀ ଦେବୀପ୍ରସାଦ ମିଶ୍ର ଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧିଦଳ ନବୀନ ନିବାସ ରେ ବିଜେଡି ସଭାପତି ନବୀନ ପଟନାୟକ ଙ୍କୁ ଭେଟି ଆଲୋଚନା କରୁଛନ୍ତି.

ଅର୍ଥନୀତି ଓଡ଼ିଶା ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ରାଜ୍ୟରେ ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଏବଂ ସିଇଇଡବ୍ଲ୍ୟୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର ତା-୧୭.୧୨.୨୦୨୪             ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ  ବିଭାଗ ଏବଂ ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍ଲ୍ୟୁ) ସହ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଯାଇଛି ।  ଏହି ବୁଝାମଣା ପତ୍ର ‘ଗ୍ରୀନ୍ ଓଡ଼ିଶା ଇନିସିଏଟିଭ୍’  ମାଧ୍ୟମରେ ଓଡ଼ିଶାର ସବୁଜ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ  ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ତଥା […]

ଓଡ଼ିଶା ଭୁବନେଶ୍ୱର

ରାଜ୍ୟସ୍ତରୀୟ ଇ-ଗଭର୍ଣ୍ଣାନ୍ସ କର୍ମଶାଳା ଓ କୃତ୍ରିମ ବୁଦ୍ଧିମତା ପ୍ରଦର୍ଶନୀ ଉଦଘାଟିତ

୨୦୨୫ ମସିହା ପାଇଁ ପ୍ରସ୍ତୁତ ପ୍ରୋଜେକ୍ଟ ପ୍ରୋଫାଇଲ୍ ଉନ୍ମୋଚିତ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଭୁବନେଶ୍ୱର ତା-୧୬.୧୨.୨୦୨୪ ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ.ଆଇ.ସି.), ଓଡ଼ିଶା ଠାରେ ଆୟୋଜିତ ତ୍ରିଦିବସୀୟ ଇ – ଗଭର୍ଣ୍ଣାନ୍ସ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏନ.ଆଇ.ସି.ର ଯୁବ ବୈଜ୍ଞାନିକମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ବିଭିନ୍ନ ମଡେଲ […]

ଅର୍ଥନୀତି ଜାତୀୟ ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ସ୍କୁଲ ଭିତ୍ତିଭୂମି ଓ ଉଚ୍ଚଶିକ୍ଷାର ଅଗ୍ରଗତି ସମ୍ପର୍କରେ ବିଗତ ୧୦ ବର୍ଷର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

ଚଳିତ ଦଶନ୍ଧି ଭାରତର ଶିକ୍ଷା କ୍ଷେତ୍ର ପାଇଁ ପରିବର୍ତ୍ତନଶୀଳ ଯାତ୍ରାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି – ଧର୍ମେନ୍ଦ୍ର ପ୍ରଧାନ ଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ଭିତ୍ତିଭୂମି ମଜଭୂତ୍ ହେବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁବିଧାରେ ବ୍ୟାପକ ବୃଦ୍ଧି ପାଇଛି ୨୦୧୩-୧୪ରେ ଦେଶର ୫୩ ପ୍ରତିଶତ ସ୍କୁଲରେ ବିଜୁଳି ଥିବା ବେଳେ ୨୦୨୩-୨୪ରେ ୯୧.୮ ପ୍ରତିଶତ ସ୍କୁଲରେ ବିଜୁଳି ପହଞ୍ଚିଛି ଭାରତର ସମସ୍ତ ଅନୁସୂଚିତ ଭାଷାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଡିଜିଟାଲ ବହି ଉପଲବ୍ଧ […]

Press Release

ବାୟୋଟେକ୍ନୋଲଜି ବିଭାଗ ସହାୟତାରେ ଭାରତରେ ହିମୋଫିଲିଆ ଏ ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା

୧୦/୧୨/୨୦୨୪ ବାୟୋଟେକ୍ନୋଲଜି ବିଭାଗ ସହାୟତାରେ ଭାରତରେ ହିମୋଫିଲିଆ ଏ ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା     ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ ଏ  ର ଚିକିତ୍ସା କରାଯାଇଛି। ଗୋଟିଏ ଗବେଷଣା କେନ୍ଦ୍ରରେ ୫ ଜଣଙ୍କ ଶରୀରରେ ବର୍ଷେ ଧରି ହୋଇଥିବା ପରୀକ୍ଷାରେ ଦେଖା ଯାଇଛି ଯେ, କାହାରି ଶରୀରରୁ ରକ୍ତ ବାହାରି ନାହିଁ । ସେମାନଙ୍କ ଶରୀରରେ ଦୀର୍ଘ ସମୟ ଧରି ଫ୍ୟାକ୍ଟର ଅଷ୍ଟମ […]

ଜାତୀୟ ସାପ୍ତାହିକ

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ   ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ମିଥ୍ୟା ଖବର ମୁକାବିଲାରେ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ଆହ୍ୱାନ ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ଉପରେ ବିଚାର କରିବା ପାଇଁ […]

ଅର୍ଥନୀତି ଜାତୀୟ ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା

କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୨୧ରେ  ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବଜେଟ୍ ବିଶିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ)କୁ ଅନୁମୋଦନ କରିଥିଲା । ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ମୋଟ ୧୭୧ ଜଣ ଆବେଦନକାରୀ ପଞ୍ଜୀକୃତ ହୋଇଛନ୍ତି। ପିଏଲଆଇଏସଏଫପିଆଇର ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ଏକକାଳୀନ କାର୍ଯ୍ୟ ଭାବେ କରାଯାଇଥିଲା ଓ ତା’ପୂର୍ବରୁ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ସକ୍ରିୟ […]

ଅର୍ଥନୀତି ଜାତୀୟ ସାପ୍ତାହିକ

ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିଛନ୍ତି |

  ଭୁବନେଶ୍ୱର, ଡିସେମ୍ବର 7, 2024 _ ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି | ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ସହିତ ଏହି ନୂତନ ପ୍ରବେଶ, ଯାତ୍ରୀ ମାନଙ୍କ ଯାତାୟାତରେ ଉନ୍ନତ କରିବାକୁ, ଆଧୁନିକ ସୁବିଧା, […]

ଗଞ୍ଜାମ

ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୪ ମହାସମାରୋହରେ ପାଳିତ ହୋଇ ଯାଇଛି ।

ଗଂଜାମଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୪ ମହାସମାରୋହରେ ପାଳିତ ହୋଇ ଯାଇଛି । ଛତ୍ରପୁର: ଡ଼ିସେମ୍ବର 4(ବ୍ୟୁରୋ) ବିଶ୍ୱ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ଦିବ୍ୟାଙ୍ଗ ଜନଙ୍କ ଏକ ଶୋଭାଯାତ୍ରା ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଉପର ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା କରି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଛତ୍ରପୁର NAC କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ । […]

Suchana Tv @2025. All Rights Reserved || Developed By CBSPL