ବିପଦର ସାହା ବଜରଙ୍ଗ ଦଳ, ୬୦୦ ପରିବାରଙ୍କୁ ଯୋଗାଲେ ଖାଦ୍ଯ
ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ପାଣି ଘେରରେ ଅନେକ ପରିବାର ରହୁଥିବାରୁ ସେମାନଙ୍କ ସାଧାରଣ ଜୀବନଯାପନ ଗଭୀର ଭାବେ ପ୍ରଭାବିତ ହୋଇଛି। ଘରୁ ବାହାରି ଦୈନନ୍ଦିନ ଆବଶ୍ୟକତାର ସାମଗ୍ରୀ ଆଣିବା ମଧ୍ୟ ବିପନ୍ନ ପରିବାରଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ବନ୍ୟା ପୀଡ଼ିତଙ୍କ ଦୁର୍ଦ୍ଦଶା ବଢ଼ିଛି। ଏଭଳି ସଙ୍କଟ ସମୟରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି […]

