ଓଡ଼ିଶା ମୁଖ୍ୟ ଖବର ରାଜ୍ୟ ଖବର

କମିଛି ବନ୍ୟା, ବଢିଛି ଦୁର୍ଦ୍ଦଶା

ବନ୍ୟା କମିଛି,କିନ୍ତୁ ଲୋକଙ୍କ ଦୁର୍ଦଶା ବଢିଛି। ଗତ ତିନଦିନ ହେବ ବନ୍ୟାସ୍ଥିତିରେ ସୁଧାର ଆସିଥିଲେ ହେଁ ଲୋକମାନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି.ବନ୍ୟା ଜଳରେ କେବଳ ମଣିଷ ନୁହଁନ୍ତି, ପଶୁ ପକ୍ଷୀ ବି ଦୁର୍ଦଶାର ଶିକାର ହୋଇଛନ୍ତି। ଆଳି ବ୍ଲକ ର 19 ଟି ପଂଚାୟତ ର 70 ହଜାର ପରିବାର ପ୍ରଭାବିତ ହେବା ସହ ଓ ରାଜକନିକା ବ୍ଲକ ର 10 ଟି ପଂଚାୟତ ର 8 ହଜାର ଲୋକ ବନ୍ୟା ଯୋଗୁଁ ବିଭିନ୍ନ ପଂଚାୟତର ନଦୀକୁଳିଆ […]