Saturday, 5 September 2026
ଦେଶ ବିଦେଶ ମୁଖ୍ୟ ଖବର

ନେପାଳ ବନ୍ୟାର ରିଅଲ୍ ଲାଇଫ୍ ହିରୋ ଜୁଏଲ୍ !

ଚାରିଆଡ଼େ କେବଳ ହାହାକାର। ଆଖି ଆଗରେ ଭାସି ଯାଉଛି ଘରଦ୍ୱାର। ମାଟି ତଳେ ଚାପି ହୋଇଯାଉଛି ସ୍କୁଲ। କାନରେ ଶୁଭୁଛି ଲୋକଙ୍କ ଚିତ୍କାର। ଆଉ ସେହି ପ୍ରଳୟର ଛାତି ଉପରେ ଠିଆ ହୋଇଥିଲା ମୃତ୍ୟୁ । କିନ୍ତୁ ଏତେ ବଡ଼ ବିପଦ ସାମ୍ନାରେ ହାର ମାନିନଥିଲା ଜଣେ କୁନି ପିଲା। ବୟସ ମାତ୍ର ୮ ବର୍ଷ। ହାତରେ ନାହିଁ କୌଣସି ଶକ୍ତି। ମନରେ ନାହିଁ କୌଣସି ପ୍ରଶିକ୍ଷଣ, ତଥାପି ଥିଲା ଅସୀମ ସାହସ ଏବଂ ବଞ୍ଚିବାର ଅଦମ୍ୟ […]

Uncategorized କେନ୍ଦ୍ରାପଡ଼ା ରାଜ୍ୟ

ଯିଏ ସାଜିଥିଲା ସାହାରା ଆଜି ତା ପରିବାର ବେସାହାରା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବନ୍ୟାର କରାଳ ରୂପ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି । ବନ୍ୟାର କରାଳ ରୂପ ଯୋଗୁଁ ନଦୀକୂଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳି ଧୋୟା ଅଞ୍ଚଳରେ ଏବେ ବି ପ୍ରାୟ ୫ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ […]

Suchana Tv @2025. All Rights Reserved || Developed By CBSPL