Tuesday, 21 July 2026
ଜ଼ିଲ୍ଲା ମୁଖ୍ୟ ଖବର

ବର୍ଷା ସାଜିଲା କାଳ! କାନ୍ଥ ତଳେ ଚାପି ହୋଇଗଲେ ରତ୍ନାକର

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଘଟିଛି ଏକ ଦୁଃଖଦ ଘଟଣା । ଘଟଣାରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ମୃତକ ହେଲେ ରତ୍ନାକର ବେହେରା। ଅବିରତ ବର୍ଷା ଯୋଗୁଁ ଘରର ଇଟା ଓ ସିମେଣ୍ଟରେ ନିର୍ମିତ କାନ୍ଥ ଦୁର୍ବଳ ହୋଇ ହଠାତ୍ ଭୁଷୁଡ଼ି ପଡ଼ିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରତ୍ନାକର ବେହେରା ଦିନରେ ଖାଇସାରି ଘରୁ ବାହାରକୁ ଯିବା ପାଇଁ […]

ଜାତୀୟ ପାଣିପାଗ ମୁଖ୍ୟ ଖବର

ବାଦଲ ଫଟା ବର୍ଷାରେ ୯ ମୃତ୍ୟୁ, ୪୯ ରୁ ଅଧିକ ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ଆଶ୍ୱସ୍ତି ଆଣିଛି ସତ ହେଲେ ଲୋକଙ୍କ ଦୈନଦିନ ଜୀବନରେ କଷ୍ଟ ମଧ୍ୟ ବଢି ଯାଇଛି । ସିମଲା, କାଙ୍ଗଡ଼ା, ଲାହୌଲ-ସ୍ପିତି ଏବଂ ଚମ୍ବା ଜିଲ୍ଲାରେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି। ଗୁରୁବାର ଦିନ, ରାଜ୍ୟରେ ରୋହତାଙ୍ଗ, ବାରାଲାଚା ଏବଂ ଶିଙ୍କୁଲା ଘାଟିରେ ହାଲୁକା ତୁଷାରପାତ ହେବା ସହିତ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ […]

Suchana Tv @2025. All Rights Reserved || Developed By CBSPL