Saturday, 5 September 2026
କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

୫ ବର୍ଷର ଜବରଦଖଲ, ରାସ୍ତା ପାଇଁ ଗର୍ଜିଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ କାଦୁଆ ଗ୍ରାମରେ ରାସ୍ତା ଜବରଦଖଲକୁ ନେଇ ଦିନକୁ ଦିନ ବଢ଼ୁଛି ଉତ୍ତେଜନା। ଗ୍ରାମର ମୁଖ୍ୟ ରାସ୍ତାକୁ ଅତିକ୍ରମ କରି କିଛି ପ୍ରଭାବଶାଳୀ ବ୍ୟକ୍ତି ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏହାଫଳରେ ଗ୍ରାମବାସୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି।ଏହି ଘଟଣାକୁ ନେଇ ଗ୍ରାମର ମହିଳା ଓ ସାଧାରଣ ଲୋକେ ଏକାଠି ହୋଇ ତହସିଲଦାରଙ୍କ ନିକଟରେ ଜନଶୁଣାଣି କରିଛନ୍ତି। ଗ୍ରାମବାସୀଙ୍କ […]

ଅପରାଧ କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

କଳଙ୍କିତ ସମାଜରେ କେହି ବି ସୁରକ୍ଷିତ ନୁହଁତି ଏମାନଙ୍କୁ…….

ମଣିଷ ଭୁଲିଗଲା କି ମାନବିକତା? ଆଜିର ସମାଜରେ ମାନବିକତା ଓ ସମ୍ବେଦନଶୀଳତାକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ଏକ ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଜଣେ ମାନସିକ ଭାବେ ଅସୁସ୍ଥ ଯୁବତୀଙ୍କୁ ଏକୁଟିଆ ପାଇ ଜଣେ ଯୁବକ ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ […]

Uncategorized କେନ୍ଦ୍ରାପଡ଼ା ରାଜ୍ୟ

ଯିଏ ସାଜିଥିଲା ସାହାରା ଆଜି ତା ପରିବାର ବେସାହାରା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବନ୍ୟାର କରାଳ ରୂପ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି । ବନ୍ୟାର କରାଳ ରୂପ ଯୋଗୁଁ ନଦୀକୂଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳି ଧୋୟା ଅଞ୍ଚଳରେ ଏବେ ବି ପ୍ରାୟ ୫ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ […]

ବିଜେଡି ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ

ଚିନ୍ତାରେ ବାପ’ପୁଅ, କ’ଣ ହେବ ଅରବିନ୍ଦଙ୍କ ରାଜନୈତିକ ଭବିଷ୍ୟତ

ରାଜନୀତିରେ ସଫଳତାର ପାହାଡ ଉପରେ ଛିଡା ହେଉଥିବା ବିଜୟ ୨୦୦୦ ମସିହାରୁ ବିଫଳତାର ସ୍ଵାଦ ଚାଖି ଚାଖି ଆସୁଛନ୍ତି। ନବୀନ କୁଆଡେ ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରି ଦେଇଥିଲେ। ନବୀନଙ୍କ ସହ ପଙ୍ଗା ନେବା ବିଜୟଙ୍କୁ ଭାରି ପଡ଼ିଥିଲା। ଦିନେ ଓଡ଼ିଶା ରାଜନୀତିରେ ନିଜର ଦବଦବା ରଖୁଥିବା ବିଜୟ ମହାପାତ୍ରଙ୍କ ରାଜନୈତିକ ଯାତ୍ରାରେ ପରେ ପରେ ଆସିଥିଲା ଅନେକ ମୋଡ଼। କେତେବେଳେ ଦଳୀୟ ରାଜନୀତି ତ ଆଉ କେତେବେଳେ ନିର୍ବାଚନୀ ଫଳାଫଳ, ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ […]

Suchana Tv @2025. All Rights Reserved || Developed By CBSPL