Saturday, 5 September 2026
କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

୫ ବର୍ଷର ଜବରଦଖଲ, ରାସ୍ତା ପାଇଁ ଗର୍ଜିଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ କାଦୁଆ ଗ୍ରାମରେ ରାସ୍ତା ଜବରଦଖଲକୁ ନେଇ ଦିନକୁ ଦିନ ବଢ଼ୁଛି ଉତ୍ତେଜନା। ଗ୍ରାମର ମୁଖ୍ୟ ରାସ୍ତାକୁ ଅତିକ୍ରମ କରି କିଛି ପ୍ରଭାବଶାଳୀ ବ୍ୟକ୍ତି ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏହାଫଳରେ ଗ୍ରାମବାସୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି।ଏହି ଘଟଣାକୁ ନେଇ ଗ୍ରାମର ମହିଳା ଓ ସାଧାରଣ ଲୋକେ ଏକାଠି ହୋଇ ତହସିଲଦାରଙ୍କ ନିକଟରେ ଜନଶୁଣାଣି କରିଛନ୍ତି। ଗ୍ରାମବାସୀଙ୍କ […]

ଦେଶ ବିଦେଶ ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ଓଡ଼ିଶା ରାଜନୀତିରେ ବଡ଼ ଚର୍ଚ୍ଚା ଧର୍ମେନ୍ଦ୍ର ହେବେ…….

ଓଡ଼ିଶା ରାଜନୀତିରେ ପୁଣି ଥରେ ଏମିତି ଏକ ଚର୍ଚ୍ଚା ସାମ୍ନାକୁ ଆସିଛି, ଯାହା ଏବେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି। ପ୍ରଶ୍ନ ଗୋଟିଏ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗାଦି କଣ ସୁରକ୍ଷିତ ଅଛି। ନା ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ ଏକ ବଡ଼ ପରିବର୍ତ୍ତନ। ଆଉ ଏହି ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ କାହିଁକି ବାରମ୍ବାର ଉଠୁଛି। ୨୦୨୪ ନିର୍ବାଚନ ପରେ ଦୀର୍ଘ ବର୍ଷର ଶାସନକୁ ପଛରେ ପକାଇ ଓଡ଼ିଶାରେ ବିଜେପି […]

ଜ଼ିଲ୍ଲା ମୁଖ୍ୟ ଖବର

ସମୁଦ୍ରରେ ଇଞ୍ଜିନ ଅଚଳ ୨୮ ଦିନ ପରେ ମିଳିଲା ଟ୍ରଲର !

ଦୀର୍ଘ ୨୮ ଦିନ ଧରି ସମୁଦ୍ର ମଝିରେ ନିଖୋଜ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଟ୍ରଲର ସହ ଏହି ୮ ଜଣଙ୍କୁ ଠାବ କରାଯାଇଥିଲା। ଟ୍ରଲରର ଇଞ୍ଜିନ ଖରାପ ହୋଇଯିବାରୁ ଏହା ଦୀର୍ଘଦିନ ଧରି ସମୁଦ୍ରରେ ଭାସି ଭାସି ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳକୁ ଚାଲିଆସିଥିଲା। ସୂଚନା ଅନୁସାରେ, ପ୍ରାୟ ୨୮ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶରୁ […]

ଅପରାଧ କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

କଳଙ୍କିତ ସମାଜରେ କେହି ବି ସୁରକ୍ଷିତ ନୁହଁତି ଏମାନଙ୍କୁ…….

ମଣିଷ ଭୁଲିଗଲା କି ମାନବିକତା? ଆଜିର ସମାଜରେ ମାନବିକତା ଓ ସମ୍ବେଦନଶୀଳତାକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ଏକ ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଜଣେ ମାନସିକ ଭାବେ ଅସୁସ୍ଥ ଯୁବତୀଙ୍କୁ ଏକୁଟିଆ ପାଇ ଜଣେ ଯୁବକ ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ […]

ଜ଼ିଲ୍ଲା ମୟୂରଭଞ୍ଜ ମୁଖ୍ୟ ଖବର ରାଜ୍ୟ ଖବର

ଉଦ୍ଧାର କାମ ଚାଲିଥିବା ବେଳେ… ମାଡ଼ିଆସିଲା ଆଉ ଏକ ଦୁର୍ଘଟଣା!

ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପାଲବଣିରେ ଘଟିଛି ଏକ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା। ପୂର୍ବରୁ ଘଟିଥିବା ଏକ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ ଦ୍ରୁତଗାମୀ ଡଷ୍ଟ ବୋଝେଇ ଡମ୍ପର ଲୋକଙ୍କ ଉପରେ ମାଡ଼ିଯିବାରୁ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରଥମେ ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି […]

Suchana Tv @2025. All Rights Reserved || Developed By CBSPL