ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ଦାଦନ ଦୁଃଖରେ କନ୍ଧମାଳ: ୧୭ ଦିନରେ ଗଲାଣି ୭ ଜୀବନ

ଅରୁଣ ଷଡଙ୍ଗୀ (କନ୍ଧମାଳ) କନ୍ଧମାଳ ଜିଲ୍ଲାକୁ ପିଛା ଛାଡୁନି ଦାଦନ ଦୁଃଖ! ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାତ୍ର ୧୭ ଦିନ ମଧ୍ୟରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ଚିନ୍ତା ବଢ଼ାଇଛି। ଏହାରି ଭିତରେ କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଟିକାବାଲି ବ୍ଲକ ଗଦଗୁଡ଼ା ଗାଁର ଶୁଭଦେବ ପ୍ରଧାନଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୁଃଖରେ ଭସାଇ ଦେଇଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଶୁଭଦେବ। ନିଜ […]